Before Header

କିଏ କ’ଣ ହେବ ତାହା ଦଳୀୟ ନିଷ୍ପତ୍ତି : ପ୍ରଶାନ୍ତ ମୁଦୁଲି

0 44

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ସମ୍ବିତ ରାଉତରାୟଙ୍କ ଅଭିଯୋଗର ଜବାବ ରଖିଲେ ସରକାରୀ ଦଳ ମୁଖ୍ୟ ସଚେତକ ତଥା ଜଗତସିଂହପୁର ବିଜେଡିର ପୂର୍ବତନ ଜିଲ୍ଲା ସଭାପତି ପ୍ରଶାନ୍ତ ମୁଦୁଲି । କହିଛନ୍ତି ଜିଲ୍ଲା ସଭାପତି ମୁଁ ନାହିଁ । ମୁଁ ଜିଲ୍ଲା ସଭାପତି ଥିବା ସମୟରେ ଏହା ହୋଇନାହିଁ । କିଏ କ’ଣ ହେବ ବା ପଦବୀ ପାଇବ ତାହା ଦଳୀୟ ନିଷ୍ପତ୍ତି ରେ ହୁଏ । ମୁଁ ସେ ବିଷୟରେ କିଛି କହିବି ନାହିଁ ବୋଲି କହିଲେ ପ୍ରଶାନ୍ତ । ଯିଏ ମୋ ନାଁ ନେଇଛି ତାକୁ ପଚାର ସେ କାହିଁକି ମୋ ନାଁ ନେଉଛି । ସେ ହିଁ ତାର କ୍ଳାରିଫାଏ କରିବ ବୋଲି ବି କହିଛନ୍ତି ପ୍ରଶାନ୍ତ ।

Leave A Reply

Your email address will not be published.