Masthead

ପତଞ୍ଜଳି ମହିଳା ଯୋଗ ସମିତି ପକ୍ଷରୁ ସ୍ୱାଧୀନତା ଦିବସ ପାଳିତ

ଆସିକା (ବଡ଼ ଖବର ବ୍ୟୁରୋ): ଆଜି ସାରା ଦେଶରେ ୭୮ ତମ ସ୍ବାଧୀନତା ଦିଵସ ପାଳନ କରାଯାଉଥିବା ବେଳେ ଆସିକାରେ ମଧ୍ୟ ଅଗଷ୍ଟ ୧୫ ସ୍ବତନ୍ତ୍ରତା ଦିବସ ପାଳନ କରାଯାଇଛି । ଆସିକା ଲକ୍ଷ୍ମୀ ବଜାର ସ୍ଥିତ ମାକନ୍ୟାକା ପରମେଶ୍ବର ମନ୍ଦିର ଠାରେ ପତଞ୍ଜଳି ମହିଳା ଯୋଗ ସମିତି ପକ୍ଷରୁ ସ୍ବାଧୀନତା ଦିବସ ପାଳନ କରାଯାଇଛି । ଆସିକା ପତଞ୍ଜଳି ଯୋଗ ସମିତି ସଦସ୍ୟା ଆଲିପୁର ପଞ୍ଚାୟତ ସରପଞ୍ଚ ଜ୍ୟୋର୍ତିମୟୀ ନାହକ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ପତଞ୍ଜଳି ଯୋଗ ସମିତି ଯୋଗ ଗୁରୁ ଗୁଣ୍ଡିଚା ମହାରଣା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ଶତାଧିକ ମହିଳା ସଦସ୍ୟା ଯୋଗ ଦେଇଥିଲେ । ଏହି ଦିବସରେ ବିକଶିତ ଭାରତର ବାସ୍ତବତା ଚିତ୍ରକୁ ମହିଳା ମାନେ ପ୍ରତିକ୍ରିୟା ରଖିବା ସହିତ ତ୍ରିରଙ୍ଗା ଆମ ଜାତିର ପ୍ରତୀକ ଜାତୀୟ ପତାକା ବୋଲି କହିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ