Masthead

ପରଫେକ୍ଟ ସନଡେ ନାଇଟ୍

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ସନଡେ ରେ ଛୋଟକାଟିଆ ଗେଟ୍ ଟୁଗେଦର । ମୁମ୍ବାଇର ପ୍ରସିଦ୍ଧ ଫେସନ୍ ଡିଜାଇନର ମନିଷ ମଲହୋତ୍ରାଙ୍କ ବାସଭବନରେ ରବିବାର ହୋଇଥିଲା ଛୋଟକାଟିଆ ଗେଟ୍ ଟୁଗେଦର । ଏଥିରେ ବଲିଉଡର ନାମକରା ହିରୋ, ହିରୋଇନ୍ମାନେ ଯୋଗଦେଇଥିଲେ ।

ସେମାନଙ୍କ ମଧ୍ୟରେ ଶାହାରୁଖ ଖାନ୍, ତାଙ୍କ ସ୍ତ୍ରୀ ଗୌରୀ ଖାନ୍, ମଲ୍ଲିକା ଆରୋରା, କରିନା କପୁାର, କରିସ୍ମା କପୁର, ଅମ୍ରିତା ଆରୋରା, ଅଦର ପୁନୱାଲା, ନାଟସା ପୁନୱାଲା ପ୍ରମୁଖ ଯୋଗଦେଇଥିଲେ । ଏହି ଫଟୋକୁ ମନିଷ ସୋସିଆଲ ମିଡିଆରେ ସେୟାର କରିବା ସହ ଲେଖିଛନ୍ତି ‘ପରଫେକ୍ଟ ସନଡେ ନାଇଟ୍’ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ