Before Header

ଅସହାୟଙ୍କ ବନ୍ଧୁ

0 82

ପିପିଲି(ବଡ଼ ଖବର ବ୍ୟୁରୋ): ଅସହାୟଙ୍କୁ ସାହାଯ୍ୟ କରିବା ପାଇଁ ଅଣ୍ଟା ଭିଡିଛି ଅଚ୍ୟୁତ ଟ୍ରଷ୍ଟ । ଟ୍ରଷ୍ଟ ପକ୍ଷରୁ ପିପିଲିର ପ୍ରବେଶ ପଥର ଉତ୍ତରା ସ୍ଥିତ ପୂବ ପଞ୍ଚାୟତର ଶବର ସାହିର ଅସହାୟଙ୍କ ସମସ୍ୟା ବୁଝିଥିଲେ ଟ୍ରଷ୍ଟର ସଦସ୍ୟମାନେ । ଅସହାୟଙ୍କୁ ଦେଇଥିଲେ ରନ୍ଧାଖାଦ୍ୟ । ଟ୍ରଷ୍ଟର ସଦସ୍ୟମାନେ ଅସହାୟଙ୍କ ସହ ମିଶି ଖାଇଥିଲେ ।

Leave A Reply

Your email address will not be published.