Masthead

‘ବଡ଼ ଖବର’କୁ ସହଯୋଗର ହାତ ବଢ଼ାଇଲେ ପୀୟୁଷ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ‘ବଡ଼ ଖବର’କୁ ନିଜ ସଞ୍ଚିତ ରାଶି ପ୍ରଦାନ କଲେ ପୀୟୁଷ ମହାପାତ୍ର । ବୟସ ସିନା କମ୍ କିନ୍ତୁ ଲୋକଙ୍କ ପାଇଁ କିଛି କରିବାକୁ ବହୁ ଇଚ୍ଛା ରଖିଛନ୍ତି ପୀୟୁଷ । ‘ବଡ଼ ଖବର’ ସାଟେଲାଇଟ ଚ୍ୟାନେଲକୁ ସବୁବେଳେ ଦେଖନ୍ତି ।

‘ବଡ଼ ଖବର’ ହେଲପ ଅଭିଯାନରେ ନିଜକୁ ସାମିଲ କରି ‘ବଡ଼ ଖବର’କୁ ବଢ଼ାଇଛନ୍ତି ସହଯୋଗର ହାତ । ‘ବଡ଼ ଖବର’ ଏତେ କଷ୍ଟରେ ଚାଲୁଥିବା ଜାଣି ନିଜର ସଞ୍ଚିତ ଧନକୁ ପ୍ରଦାନ କରିବାକୁ ଚାହିଁଥିଲେ । ନିରପେକ୍ଷ ଗଣମାଧ୍ୟମ ଭାବେ ପ୍ରତିଟି ଓଡ଼ିଆଙ୍କ ପାଇଁ କାମ କରୁଥିବା ଚ୍ୟାନେଲକୁ ସେ କେବଳ ସାହାଯ୍ୟ ନୁହେଁ ଭଲ ପାଇବା ବି ଦେଇଛନ୍ତି । ଆଉ କହିଛନ୍ତି ଆମ ପାଇଁ ‘ବଡ଼ ଖବର’ ଅନେକ କିଛି କରୁଛି । ତେଣୁ ମୁଁ ସଞ୍ଚୟ କରିଥିବା ପକେଟ ମନିକୁ ‘ବଡ଼ ଖବର’ ଚ୍ୟାନେଲକୁ ଦେବାକୁ ଚାହୁଁଛି । ସେଥିପାଇଁ ନିଜ ବାପାଙ୍କ ସହ ସେ ଆସି ପହଞ୍ଚିଥିଲେ ‘ବଡ଼ ଖବର’ ଅଫିସରେ । ଆଉ ବଢ଼ାଇଥିଲେ ସହଯୋଗର ହାତ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ