Masthead

ଆଜି ମିଳିବ ପିଏମ୍ କିଷାନ ଟଙ୍କା

ପିଏମ୍ କିଷାନ ୨୦ ତମ କିସ୍ତି ପ୍ରଦାନରେ ଚାଷୀଙ୍କ ଏକାଉଣ୍ଟକୁ ଯିବ ୨୦୦୦ ଟଙ୍କା

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଚାଷୀଙ୍କ ପାଇଁ ଖୁସି ଖବର । ଆଜି ଆସିବ ପିଏମ କିଷାନ ଟଙ୍କା । ପ୍ରଧାନମନ୍ତ୍ରୀ କିଷାନ ଯୋଜନା ଅଧୀନରେ ୨୦ ତମ କିସ୍ତି ପ୍ରଦାନରେ ଚାଷୀଙ୍କ ଏକାଉଣ୍ଟକୁ ଯିବ ୨୦୦୦ ଟଙ୍କା । ଏହି ଯୋଜନାରେ ୧୦ କୋଟି କୃଷକଙ୍କ ପାଖକୁ ପଠାଯିବ ୨୦ ହଜାର ୫୦୦ କୋଟି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାରଣାସୀରୁ ଚାଷୀଙ୍କ ଏକାଉଣ୍ଟକୁ ପାଠାଇବେ ଟଙ୍କା । ଡ଼ିଟିବି ଜରିଆରେ ଚାଷୀଙ୍କ ଏକାଉଣ୍ଟକୁ ପାଠାଯିବ ୨୦୦୦ ଟଙ୍କା । ଏହି ଟଙ୍କା ସିଧାସଳଖ ଚାଷୀଙ୍କ ଏକାଉଣ୍ଟକୁ ପାଠାଯିବ । ଚାଷୀଙ୍କ ଆର୍ଥୀକ ସହାୟତା ପାଇଁ ପ୍ରଧାନମନ୍ତ୍ରୀ କିଷାନ ଯୋଜନା ଅଧୀନରେ ପ୍ରତୀବର୍ଷ ଚାଷୀଙ୍କୁ ୬୦୦୦ ଟଙ୍କା ପ୍ରଦାନ କରାଯାଏ । ଏହି ୬୦୦୦ ଟଙ୍କା ୩ଟି କିସ୍ତି ମାଧ୍ୟମରେ ଚାଷୀଙ୍କ ଏକାଉଣ୍ଟକୁ ପଠାଯାଇଥାଏ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ