Before Header

ରାଉରକେଲାରେ ପୋଲିସ-ବିଜେପି କର୍ମୀ ଧସ୍ତାଧସ୍ତି

0 541

ରାଉରକେଲା(ବଡ଼ ଖବର ବ୍ୟୁରୋ): ପୋଲିସ ସହ ବିଜେପି କର୍ମୀଙ୍କ ଧସ୍ତାଧସ୍ତି । ଆରଏମସି ଅଫିସ୍‌ ଭିତରକୁ ପଶିବାକୁ ଉଦ୍ୟମ ବେଳେ ଧସ୍ତାଧସ୍ତି । ହଇଜା ସ୍ଥିତିକୁ ନେଇ ବିଜେପିର ପ୍ରତିବାଦ ବେଳେ ଉତ୍ତେଜନା ହୋଇଛି । ହଇଜା ବିସ୍ତାରକୁ ବିରୋଧ କରି ପୋଲିସ ଏବଂ ବିଜେପି କର୍ମୀଙ୍କ ମଧ୍ୟରେ ଝଗଡା ଆରମ୍ଭ ହୋଇଥିଲା । ବିକ୍ଷୋଭକାରୀମାନେ ଆରଏମସି କାର୍ଯ୍ୟାଳୟରେ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ । ରାଉରକେଲାରେ ପାଣି ପାଇଁ ୧୦ ଦିନ ମଧ୍ୟରେ ୧୪୦୦ରୁ ଅଧିକ ରୋଗି ଆକ୍ରାନ୍ତ ହେବା ଓ ୧୬ ଜଣଙ୍କର ମୃତ୍ୟୁ ହେବାକୁ ନେଇ ଏହି ଉତ୍ତେଜନା ଦେଖାଦେଇଥିଲା ।

 

Leave A Reply

Your email address will not be published.