Before Header

ଶ୍ରୀମନ୍ଦିର ପ୍ରସଙ୍ଗରେ କଂଗ୍ରେସର କଡ଼ା ରିଆକ୍ସନ

0 59

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):ଶ୍ରୀମନ୍ଦିର ପ୍ରଶାସକଙ୍କ ରିଆକ୍ସନ, ଚାରିଆଡ଼ୁ ଆକ୍ସନ । ରଂଜନ ଦାସଙ୍କ ପରାମର୍ଶକୁ ସମସ୍ତଙ୍କ ନିନ୍ଦା ।ପ୍ରଶାସକଙ୍କ ମାନସିକ ସ୍ଥିତି ଠିକ୍ ନାହିଁ କହିଲେ ତାରା ପ୍ରସାଦ ବାହିନୀପତି । ଏହାରି ମଧ୍ୟରେ ମୁଖ୍ୟ ପ୍ରଶାସକଙ୍କୁ ନିଲମ୍ବନ କରିବାକୁ କଂଗ୍ରେସ ଦାବି ମଧ୍ୟ କରିଛି । ଏନେଇ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି । ଏଭଳି କହିବାକୁ ପ୍ରଶାସକଙ୍କୁ କିଏ ଦେଲା ଅଧିକାର? କହିଛନ୍ତି ନରସିଂହ ମିଶ୍ର । ପ୍ରଶାସକଙ୍କ ମନ୍ତବ୍ୟ ସଂପୂର୍ଣ୍ଣ ଅସାମ୍ବିଧାନିକ, ଶ୍ରୀମନ୍ଦିର ଦର୍ଶନ ଅବ୍ୟବସ୍ଥା କଥା ବିଧାନସଭାରେ ଉଠିବ ଏବଂ ଲୋକେ ସରକାରଙ୍କୁ ଧର୍ମଛଡ଼ା କହୁଥିବା ନରସିଂହ ମିଶ୍ର କହିଛନ୍ତି ।

Leave A Reply

Your email address will not be published.