Masthead

ସର୍ଭେ ସର୍ଭେରେ ରହିଯିବ, କଂଗ୍ରେସ ସରକାର ଗଢ଼ିବ: ନରସିଂହ ମିଶ୍ର

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ବିଜେଡିକୁ ନେଇ ରଖିଛନ୍ତି ପ୍ରତିକ୍ରିୟା, ‘ସର୍ଭେ ସର୍ଭେରେ ରହିଯିବ,କଂଗ୍ରେସ ସରକାର ଗଢ଼ିବ’ବିଜେଡି ଭାବୁଛି ସଚିବଙ୍କୁ ଜିଲ୍ଲାକୁ ଜିଲ୍ଲା ଗସ୍ତ କରି ପ୍ରଚାର କରିଦେଲେ, କିନ୍ତୁ ତାହା ଭୁଲଖାଲି ଗଣମାଧ୍ୟମ ସଂସ୍ଥା ନୁହେଁ ଅନେକ ବିଭିନ୍ନ ସଂଗଠନ ପକ୍ଷରୁ ମଧ୍ୟ ନିର୍ବାଚନକୁ ଦୃଷ୍ଟିରେ ରଖି ସର୍ଭେ କରୁଛନ୍ତି। ଓଡ଼ିଶା କ୍ଷେତ୍ରରେ ଯଦି ଦେଖିବେ ନବୀନ ପଟ୍ଟନାୟକ ଟାଇମ୍ସ ନାଓକୁ ବିଶ୍ୱାସ କରନ୍ତି ।

କିନ୍ତୁ ସେ ସର୍ଭେ ତ ଦିନକୁ ଦିନ ୫ଟା ଲାଖେ କମି କମି ଯାଉଛି।ତାହାଲେ ତ ବିଜେଡି ମୂଳପୋଛ ହୋଇଯିବ। କିନ୍ତୁ ଏ ସର୍ଭେ ରିପୋର୍ଟ କୁ ଅନ୍ୟ ଦଳ ମାନେ ଶିକ୍ଷା ଲାଭ କରିବା ଉଚିତ୍ । ଆଉ ଯିଏ ସର୍ଭେ କୁ ନେଇ ଉତ୍ଫୁଲିତ ହେଉଛନ୍ତି ତାହା ଭି ଭୁଲ।ମୋଦି ଲହର କମୁଚି।ରାଜ୍ୟରେ ବିଜେଡିର ବଢୁଛି। ସର୍ଭେ ସବୁ ବେଳେ ଭୁଲ ବି ପ୍ରମାଣିତ ହୋଇ ଆସୁଛି।ଯଦି ତାକୁ ଧରି ଚାଲିବେ ତେବେ ବିଜେଡି ର ପରାଜୟ ସୁନିଚିନ୍ତ୍।ବିଜେଡି ଭାବୁଛି ସଚିବ ଙ୍କୁ ୩୦ଟି ଜିଲ୍ଲାକୁ ବୁଲାଇ ପ୍ରଚାର ସାରିଦେଲା।କିନ୍ତୁ ତାହା ଭୁଲ ସେଥିପାଇଁ ତାଙ୍କ ଭୋଟ ପ୍ରତିଶତ କମିଛି।ନେତାଙ୍କ ଭିତରେ ଦ୍ଵନ୍ଦ ସୃଷ୍ଟି କରିଛି।ଏଥିରୁ ପ୍ରମାଣିତ ହୋଇଯାଇଛି ସଚିବ ବଡ଼ ନେତା ନୁହେଁ। ତେଣୁ କଂଗ୍ରେସ ପୁଣି ଫେରିବ ସରକାର ଗଡିବ।ସର୍ଭେ ରିପୋର୍ଟ ସର୍ଭେରେ ରହିଯିବ। ପୂର୍ବରୁ ମଧ୍ୟ ଅନେକ ସ୍ଥାନରେ ଟାଇମ୍ସ ନାଓର ସର୍ଭେ ବି ଭୁଲ ପ୍ରମାଣିତ ହୋଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି