Masthead

ଦାରିଦ୍ର୍ୟ ସଜାଇଲା ମଣିଷକୁ ବଳଦ

ବରଗଡ (ବଡ଼ ଖବର ବ୍ୟୁରୋ): ଚାଷ କାମ ଯାହାର କେଡେ ସୁଖ ତାହାର,ସାଂପ୍ରତି ଏହି ଉକ୍ତିର କୌଣସି ଅର୍ଥ ନାହିଁ । କେତେବେଳେ ରୋଗପୋକ ତ ଆଉ କେତେବେଳେ ପୁଣି ଦୈର୍ବିପାକ ଦାଉ ସାଜୁଛି ଚାଷୀ ଉପରେ । ଏହା ବାଦ୍ ବଢି ଚାଲିଚି ଚାଷ ଜନୀତ ଖର୍ଚ୍ଚ । ଗୋଟିଏ ପଟେ କରୋନାର ମାଡ଼, ଅନ୍ୟପଟେ ଅମଳ ଧାନର ଅଭାବୀ ବିକ୍ରୀ । ଅଂଟା ଭାଙ୍ଗି ଦେଇଛି ଚାଷୀ ପରିବାରର । ତେଣୁ ଖରିଫ ଧାନ ଚାଷ ପରେ ପନିପରିବା ଚାଷ କରି ଅଭାବ ଭରଣା କରିବାକୁ ଚାହେିଁବା ବେଳେ ଅର୍ଥାଭାବ ଯୋଗୁଁ କାମ କରିବାକୁ ଲୋକ ବି ମିଳିଲେନି । ଚାଷ ତ କରିବାକୁ ପଡ଼ିବ, ତେଣୁ ଜମି ହଳ କରିବାକୁ ବାପା ଚଳାଇଲେ ଲଙ୍ଗଳ ଆଉ ପୁଅ ସାଜିଲେ ବଳଦ । ଏଭଳି ଘଟଣା ବରଗଡରେ ଦେଖିବାକୁ ମିଳିଛି,ଯାହା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ