Masthead

ଆଜି ଜାତୀୟ ମତଦାତା ଦିବସ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଆଜି ଜାତୀୟ ମତଦାତା ଦିବସ । ଆଜି ଏକାଦଶ ଜାତୀୟ ମତଦାତା ଦିବସରେ ନିିର୍ବାଚନ ଆୟୋଗ ଫଟୋ ପରିଚୟ ପତ୍ରର ଏକ ସୁରକ୍ଷିତ ପିଡ଼ିଏସ ସଂସ୍କରଣ ଇ-ଏପିକ ବ୍ୟବସ୍ଥା ଆରମ୍ଭ କରିବ । ଏହା ମୋବାଇଲ ଡାଉନଲୋଡ଼ ହୋଇପାରିବ ଓ ଏହାର ନକଲ ମଧ୍ୟ ପ୍ରିିଂଟ କରାଯାଇପାରିବ । କେନ୍ଦ୍ର ଆଇନ ମନ୍ତ୍ରୀ ରବି ଶଙ୍କର ପ୍ରସାଦ ଆଜି ଜାତୀୟ ମତଦାତା ଦିବସରେ ଏହି ବ୍ୟବସ୍ଥାର ଶୁଭାରମ୍ଭ କରିବେ । ଏହାସହିତ ୫ ଜଣ ନୂତନ ଭୋଟରଙ୍କୁ ଇ-ଏପିକ ଓ ଭୋଟର କାର୍ଡ଼ ପ୍ରଦାନ କରିବେ ।

ଚଳିତ ବର୍ଷ ଜାତୀୟ ମତଦାତା ଦିବସର ବାର୍ତ୍ତା ରହିଛି,  ଭୋଟରଙ୍କୁ ସଶକ୍ତ, ସଚେତନ, ନିରାପଦ ଏବଂ ସୂଚନାଯୋଗ୍ୟ କରିବା । ଏହି ଇ-ଏପିକ କାର୍ଡ଼ ଭୋଟରଙ୍କ ଦ୍ୱାରା ଡ଼ିଜିଲକରରେ ଅପଲୋଡ଼ ହୋଇପାରିବ ଏବଂ ସୁରକ୍ଷିତ ଭାବରେ ଗଚ୍ଛିତ ରହିପାରିବ । ଯେଉଁ ନୂତନ ଭୋଟରମାନେ ୨୦୨୧ ଭୋଟର ତାଲିକା ସଂଶୋଧନ ସମୟରେ ପଞ୍ଜିକୃତ ହୋଇଛନ୍ତି କିମ୍ବା ଯେଉଁମାନେ ୨୦୨୦ ନଭେମ୍ବର-ଡ଼ିସେମ୍ବର ମଧ୍ୟରେ ଭୋଟର କାର୍ଡ଼ ପାଇଁ ଆବେଦନ କରିଛନ୍ତି ଓ ଆବେଦନ ସମୟରେ ମୋବାଇଲ ନମ୍ବର ଦେଇଛନ୍ତି, ସେମାନଙ୍କ ନମ୍ବରକୁ ଜାନୁଆରୀ ୨୫ରୁ ୩୧ ମଧ୍ୟରେ ନିର୍ବାଚନ ଆୟାଗ ପକ୍ଷରୁ ଇ-ଏପିକ କାର୍ଡ଼ ଡାଉନଲୋଡ଼ କରିବା ପାଇଁ ଲିଙ୍କ ପଠାଯିବ ।

ECI to launch Digital Voter-ID cards on National Voters Day | Hindustan Timesଅନ୍ୟ ସମସ୍ତ ଭୋଟରମାନେ ଚଳିତ ବର୍ଷ ଫେବୃଆରୀ ୧ଠାରୁ ନିଜ ଇ-ଏପିକ କାର୍ଡ଼ ଡ଼ାଉନଲୋଡ଼ କରିପାରିବେ । ଅନ୍ୟପ୍ଣଙ୍କ ରାଷ୍ଟ୍ରପତି ଉନ୍ମୋଚନ କରିବେ ନିର୍ବାଚନ କମିଶନର ୱେବ୍ ରେଡ଼ିଓ ହେଲୋ ଭୋଟର ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା