Masthead

ବିଜେପି ପାଇଁ ବୁଢା ବୁଢ଼ୀ ଏବେ କାନ୍ଦୁଛନ୍ତି: ପ୍ରମିଳା ମଲ୍ଲିକ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ସରଗରମ ହେଉଛି ଝାରସୁଗୁଡ଼ା ମଇଦାନ । ଝାରସୁଗୁଡ଼ାରେ ହେବ ତ୍ରିମୁଖୀ ଲଢେଇ । ବିଜେଡି-ବିଜେପି-କଂଗ୍ରେସ ତୟାର । ବିଜେଡି, କଂଗ୍ରେସ ଆଗରୁ ପ୍ରାର୍ଥୀ ଘୋଷଣା କରିସାରିଥିବା ବେଳେ ଗତକାଲି ବିଜେପି ପ୍ରାର୍ଥୀ ଘୋଷଣା କରିଛି । ବିଜେଡିରୁ ଦୀପାଲି ଦାସ, ବିଜେପିରୁ ଟଙ୍କଧର ତ୍ରିପାଠୀ ଓ କଂଗ୍ରେସରୁ ତରୁଣ ପାଣ୍ଡେଙ୍କ ମଧ୍ୟରେ ହେବ ଜୋରଦାର ଫାଇଟ ।

ଝାରସୁଗୁଡ଼ାରେ ଲକ୍ଷେ ଭୋଟରେ ଜିତିବୁ ବୋଲି କହିଛନ୍ତି ପ୍ରମିଳା ମଲ୍ଲିକ । ସେ କହିଛନ୍ତି ଆମେ ଲୋକଙ୍କ ପାଇଁ କାମ କରିଛୁ, ସେମାନଙ୍କ ସହ ଅଛୁ । ଆମର ପ୍ରମୁଖ ବିରୋଧୀ ବିଜେପି ୧୦ ବର୍ଷ ହେବ କେନ୍ଦ୍ରରେ ଶାସନ କରୁଛନ୍ତି। ସେମାନେ ଲୋକଙ୍କ ପାଇଁ କ’ଣ କରିଛନ୍ତି, ଆଗେ କୁହନ୍ତୁ ବୋଲି ପ୍ରଶ୍ନ କରିଛନ୍ତି ପ୍ରମିଳା । ବିଜେପି ପାଇଁ ବୁଢା ବୁଢ଼ି ଏବେ କାନ୍ଦୁଛନ୍ତି। ପେନସନ ଠିକ ଭାବେ ମିଳୁ ନଥିବା କଥା କହିଛନ୍ତି । ଏବଂ ବ୍ୟାଙ୍କ ଯାଇ ଟିପ ଚି଼ହ୍ନ ଦେଇ ଯାହା ହଇରାଣ ହେଉଛନ୍ତି, ଆମେ ଦେଖୁଛୁ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ