Before Header

ପ୍ରସନ୍ନଙ୍କ ଆୟ ବହିର୍ଭୂତ ସମ୍ପତ୍ତି ୭ କୋଟି

0 35

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):  କୁବେର କନେଷ୍ଟବଳଙ୍କ ବିପୁଳ ସମ୍ପତ୍ତି ଠାବ ।  ଆସିଲା ଗିରଫ କୁବେର କନେଷ୍ଟବଳଙ୍କ ସମ୍ପତ୍ତି ତାଲିକା । ସମ୍ପତ୍ତି ତାଲିକାର ହିସାବ ଦେଲା ଭିଜିଲାନ୍ସ । ପ୍ରସନ୍ନ ବେହେରାଙ୍କ ସମ୍ପତ୍ତି ରହିଛି ୭ କୋଟି । ଆୟରେ ୨୧ ପ୍ରତିଶତ ଆୟ ବହିର୍ଭୂତ ସମ୍ପତ୍ତି ଠାବ ହୋଇଛି । ପରିବାରର ମଧ୍ୟ ଆୟ ବହିର୍ଭୂତ ସମ୍ପତ୍ତି ଠାବ ହୋଇଛି ।

ସମସ୍ତଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ଏବଂ ଅଧିକ ଖୋଲତାଡ଼ ମଧ୍ୟ ଜାରି ରହିଛି । ପୂର୍ବରୁ କୁବେର କନେଷ୍ଟବଳଙ୍କ ଘରେ ରେଡ୍ କରିଥିଲା ଭିଜିଲାନ୍ସ । ଆରମ୍ଭ ହୋଇ ଯାଇଥିଲା ରେଡ୍ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୫ଟି ସ୍ଥାନରେ ହୋଇଥିଲା ଚଢାଉ । ଦୁଇ ଜଣ ଡିଏସପି, ୬ ଜଣ ଇନସ୍ପେକ୍ଟରଙ୍କ ସମେତ ଭିଜିଲାନ୍ସର ୫ଟି ଟିମ୍ ଚଢ଼ାଉ କରିଥିଲା ।

Leave A Reply

Your email address will not be published.