Masthead

ଫିଟୁଛି ରହସ୍ୟମୟୀଙ୍କ ନୂଆ ରହସ୍ୟ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଫିଟିଲା ରହସ୍ୟମୟୀଙ୍କ ନୂଆ ରହସ୍ୟ । ଚାନ୍ଦିପୁର ଡିଆରଡିଓରେ ୫ କର୍ମଚାରୀଙ୍କୁ ହନିଟ୍ରାପରେ ଫସାଇ ଦେଶର ସୁରକ୍ଷା ସର୍ମ୍ପକିତ ଗୋପନୀୟ ତଥ୍ୟ ସମସ୍ତଙ୍କୁ ଦେଉଥିଲେ ଭିନ୍ନ ଭିନ୍ନ ଠିକଣା । ହେଲେ ସେସବୁକୁ ମିଛ ବୋଲି କହିଛନ୍ତି ଏଡିଜି ସଞ୍ଜୟ ପଣ୍ଡା । ସେ କହିଛନ୍ତି ରହସ୍ୟମୟୀ ଜଣକ ପାକିସ୍ତାନରୁ ଅପରେଟ କରୁଥିଲେ ବି ବିଟ୍ରେନ ଆଇପି ଦର୍ଶାଉଥିଲେ । ଏପରିକି ପ୍ରକ୍ସି ଆଇପି ଜରିଆରେ ଫେସବୁକରେ ଚାଟିଂ ଚଳାଇ ପ୍ରେମ ଜାଲରେ ଡିଆରଡିଓ କର୍ମଚାରୀଙ୍କୁ ଫସାଉଥିଲେ ।

ଏବେବି ଯୁବତୀଙ୍କର ଏକାଧିକ ଆକାଉଣ୍ଟ ଆକ୍ଟିଭ ଥିବାରୁ ଏବେ ବି ସେ କିଛି ଲୋକଙ୍କ ସହ ଚାଟିଂ କରୁଥିବା ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି । ବୁଧବାର ଏକ ସମ୍ବାଦିକ ସମ୍ମିଳନୀରେ କହିଛନ୍ତି ରହସ୍ୟମୟୀଙ୍କ ୪ଟି ଫେସବୁକ ଆକାଉଣ୍ଟ ପାକିସ୍ତାନରୁ ପରିଚାଳିତ ହେଉଥିଲା । ସେ ଆହୁରି ମଧ୍ୟ କହିଛନ୍ତି , ପ୍ରାୟ ଦେଢ ବର୍ଷ ଧରି ଜାନ୍ଦିପୁର କର୍ମଚାରୀଙ୍କୁ ଏପରି ଭାବରେ ନିଜ ପ୍ରେମ ଜାଲରେ ଫସାଇ ସବୁ ତଥ୍ୟ ହାସଲ କରୁଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ