Before Header

ପ୍ରବୀଣ ଜିତିଲେ ରୌପ୍ୟ

0 19

(ବଡ଼ ଖବର ବ୍ୟୁରୋ): ଟୋକିଓ ପାରାଲିମ୍ପିକ୍ସରେ ଭାରତକୁ ଆଉ ଏକ ସଫଳତା । ଚମକୁଛନ୍ତି ପାରା ପାରାଲିମ୍ପିକ୍ସରେ । ହାଇଜମ୍ପରେ ରୌପ୍ୟ ପଦକ ଜିଣି ଦେଶ ପାଇଁ ଗୋରବ ଆଣିଦେଇଛନ୍ତି ପ୍ରବୀଣ କୁମାର ।

ପ୍ରବୀଣ କୁମାର ରୌପ୍ୟ ବିଜୟୀ ହେବା ପରେ ଭାରତର ପଦକ ସଂଖ୍ୟା ୧୧କୁ ବୃଦ୍ଧି ପାଇଛି । ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ।

Leave A Reply

Your email address will not be published.