Before Header

ଦିବ୍ୟାଙ୍ଗଙ୍କ ଧାରଣା

0 33

ରାୟଗଡ଼ା (ବଡ଼ ଖବର ବ୍ୟୁରୋ): ଦିବ୍ୟାଙ୍ଗଙ୍କ ଧାରଣା । ରାୟଗଡ଼ା ଜିଲ୍ଲାପାଳଙ୍କ ଅଫିସ ଆଗରେ ଦିବ୍ୟାଙ୍ଗମାନେ ଧାରଣା ଦେଇଛନ୍ତି । ଜିଲ୍ଳା ସାମାଜିକ ସୁରକ୍ଷା ଅଫିସର କର୍ମଚାରୀମାନେ ସେମାନଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗରେ ଦିବ୍ୟାଙ୍ଗମାନେ ଧାରଣା ଦେଇଛନ୍ତି । ଯେକୌଣସି କାର୍ଯ୍ୟନେଇ ଆସିଲେ ସେମାନଙ୍କୁ ସହଯୋଗ ମିଳୁନାହିଁ ।

Leave A Reply

Your email address will not be published.