ବଡକୋଦଣ୍ଡାରେ କାମଳ ଭୟ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ):ଗୋଟେ ପଟେ ପ୍ରବଳ ଗରମ ସହ ମଝିରେ ମଝିରେ ଭିଷଣ ବର୍ଷା, ଏବେ ପୁରା ପରିବେଶକୁ ବିଗାଡିବାରେ ଲାଗିଛି । ଏହାରି ଭିତରେ ଭୟ ବଢାଉଛି ଜଣ୍ଡିସ୍ ରୋଗ । ବଡକୋଦଣ୍ଡାରେ ବ୍ୟାପୁଛି ଜଣ୍ଡିସ୍ ।ଗଞ୍ଜାମ ଜିଲ୍ଲା ଭଞ୍ଜ ନଗରର ବଡ କୋଦଣ୍ଡାରେ ଅନେକ ଲୋକ ଜଣ୍ଡିସ୍ ରୋଗରେ ଆକ୍ରାନ୍ତ ହୋଇଛନ୍ତି । ପ୍ରାୟ ୪୦୦୦ ବିଶିଷ୍ଟ ଏହି ଗାଁର ଲୋକ ଏବେ ଜଣ୍ଡିସ୍ କବଳରେ । ଦୂଷିତ ପାଣି ଯୋଗୁ ଏହି ରୋଗ ବ୍ୟାପୁଛି ବୋଲି ସୂଚନା ମିଳିଛି । ପ୍ରଥମେ ଜ୍ୱର, ବାନ୍ତି ପରେ ବିଭିନ୍ନ ଅଙ୍ଗ ହଳଦିଆ ପଡିଯାଉଛି । ସବୁଠାରୁ ଚିନ୍ତା ଜନକ କଥା ହେଲା ଏହି ରୋଗ ଗାଁର ୧୫ବର୍ଷରୁ କମ୍ ପିଲାଙ୍କୁ ଅଧିକ ପ୍ରଭାବିତ କରୁଛି । ତେଣୁ ଭଞ୍ଜ ନଗରରେ ସ୍ଥିତି ସମୀକ୍ଷା କରିବାକୁ ପହଞ୍ଚିଛନ୍ତି ଜନସ୍ୱାସ୍ଥ୍ୟ ଟିମ୍ । ସ୍ଥିତି ସମୀକ୍ଷା କରିବା ସହ ପରୀକ୍ଷା ପାଇଁ ପାଣିର ନମୁନା ପଠା ଯାଇଛି । ତେଣୁ ଜନସ୍ୱାସ୍ଥ୍ୟ ଟିମ୍ ସେଠାରେ ପହଞ୍ଚି ଲୋକଙ୍କୁ ସଚେତନ କରିବା ସହ ଆବଶ୍ୟକୀୟ ପ୍ରାଥମିକ ସାମଗ୍ରୀ ବାଣ୍ଟିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!