Masthead

ନ୍ୟୁ ଲୁକରେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ନ୍ୟୁ ଲୁକରେ ରାହୁଲ ଗାନ୍ଧୀ । ସୁଟ୍ ବୁଟରେ ନଜର ଆସିଲେ ରାହୁଲ । ୟୁକେରେ ଦେଖିବାକୁ ମିଳିଛି ନୂଆ ଅବତାର । ହେୟାର ଷ୍ଟାଇଲ ଠୁ ନେଇ ନିଶଦାଢ଼ି ପର୍ଯ୍ୟନ୍ତ ସବୁ ଚେଞ୍ଜ । ଆଙ୍ଗ୍ରି ୟଙ୍ଗ ମ୍ୟାନରୁ କୁଲ୍ ଲୁକରେ ନଜର ଆସିଲେ ନଜର । ଧଳା ଟି ସାର୍ଟ ବଦଳରେ ସୁଟ-ଟାଏ ରେ ନଜର ଆସିଛନ୍ତି । ୟୁକେ ଟି୍ରପ ପାଇଁ ବୋଧେ ହୋଇଛି ମେକଓଭର୍ । ସେପ୍ଟେମ୍ବରରୁ ବଦଳିବାରେ ଲାଗିଛି ରାହୁଲଙ୍କ ଆଟିଟ୍ୟୁଡ । ତାମିଲନାଡୁର କନ୍ୟାକୁମାରୀରୁ ଆରମ୍ଭ ଭାରତ ଯୋଡ଼ ଯାତ୍ରାରେ ରାହୁଲଙ୍କ କୁଲ ଲୁକ ଦେଖିବାକୁ ମିଳିଥିଲା ।


ମାତ୍ର ଜମ୍ମୁ କାଶ୍ମୀରରେ ପହଞ୍ଚିବା ସମୟରେ ଆଙ୍ଗ୍ରି ୟଙ୍ଗ ମ୍ୟାନରେ ପହଞ୍ଚି ସାରିଥିଲେ । ରାହୁଲଙ୍କ ଦାଢ଼ି ନିଶ ଲୁକ୍ ଦେଖି କେହି ତାଙ୍କୁ ସାଧୁ ସନ୍ଥ କହିଥିଲେ ତ ଆଉ କେହି ଆଉ କ’ଣ । ମାତ୍ର ୫ ମାସରେ ରାହୁଲଙ୍କ ଛବିରେ ଖୁବ୍ ପରିବର୍ତ୍ତନ ଦେଖିବାକୁ ମିଳିଛି । ରାହୁଲ ଗାନ୍ଧୀଙ୍କ ନୂଆ ଲୁକର ଫଟୋକୁ ବହୁ କଂଗ୍ରେସ ନେତା ସୋସିଆଲ ମିଡିଆରେ ସେୟାର ମଧ୍ୟ କରିଛନ୍ତି । ଭାଇରାଲ ହେବାରେ ଲାଗିଛି ସୁଟ ବୁଟ୍ ଲୁକ୍ । ଏଭଳି ଆଶ୍ଚର୍ଯ୍ୟଜନକ ପରିବର୍ତ୍ତନ ପରେ ସମାଲୋଚନା କରିଛନ୍ତି ହେମନ୍ତ ବିଶ୍ୱଶର୍ମା । ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ରାହୁଲଙ୍କୁ ‘ସଦାମ ହୁସୈନ’ କହି ସମ୍ବୋଧନ କରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ