Masthead

ନ୍ୟୁ ଲୁକରେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ନ୍ୟୁ ଲୁକରେ ରାହୁଲ ଗାନ୍ଧୀ । ସୁଟ୍ ବୁଟରେ ନଜର ଆସିଲେ ରାହୁଲ । ୟୁକେରେ ଦେଖିବାକୁ ମିଳିଛି ନୂଆ ଅବତାର । ହେୟାର ଷ୍ଟାଇଲ ଠୁ ନେଇ ନିଶଦାଢ଼ି ପର୍ଯ୍ୟନ୍ତ ସବୁ ଚେଞ୍ଜ । ଆଙ୍ଗ୍ରି ୟଙ୍ଗ ମ୍ୟାନରୁ କୁଲ୍ ଲୁକରେ ନଜର ଆସିଲେ ନଜର । ଧଳା ଟି ସାର୍ଟ ବଦଳରେ ସୁଟ-ଟାଏ ରେ ନଜର ଆସିଛନ୍ତି । ୟୁକେ ଟି୍ରପ ପାଇଁ ବୋଧେ ହୋଇଛି ମେକଓଭର୍ । ସେପ୍ଟେମ୍ବରରୁ ବଦଳିବାରେ ଲାଗିଛି ରାହୁଲଙ୍କ ଆଟିଟ୍ୟୁଡ । ତାମିଲନାଡୁର କନ୍ୟାକୁମାରୀରୁ ଆରମ୍ଭ ଭାରତ ଯୋଡ଼ ଯାତ୍ରାରେ ରାହୁଲଙ୍କ କୁଲ ଲୁକ ଦେଖିବାକୁ ମିଳିଥିଲା ।


ମାତ୍ର ଜମ୍ମୁ କାଶ୍ମୀରରେ ପହଞ୍ଚିବା ସମୟରେ ଆଙ୍ଗ୍ରି ୟଙ୍ଗ ମ୍ୟାନରେ ପହଞ୍ଚି ସାରିଥିଲେ । ରାହୁଲଙ୍କ ଦାଢ଼ି ନିଶ ଲୁକ୍ ଦେଖି କେହି ତାଙ୍କୁ ସାଧୁ ସନ୍ଥ କହିଥିଲେ ତ ଆଉ କେହି ଆଉ କ’ଣ । ମାତ୍ର ୫ ମାସରେ ରାହୁଲଙ୍କ ଛବିରେ ଖୁବ୍ ପରିବର୍ତ୍ତନ ଦେଖିବାକୁ ମିଳିଛି । ରାହୁଲ ଗାନ୍ଧୀଙ୍କ ନୂଆ ଲୁକର ଫଟୋକୁ ବହୁ କଂଗ୍ରେସ ନେତା ସୋସିଆଲ ମିଡିଆରେ ସେୟାର ମଧ୍ୟ କରିଛନ୍ତି । ଭାଇରାଲ ହେବାରେ ଲାଗିଛି ସୁଟ ବୁଟ୍ ଲୁକ୍ । ଏଭଳି ଆଶ୍ଚର୍ଯ୍ୟଜନକ ପରିବର୍ତ୍ତନ ପରେ ସମାଲୋଚନା କରିଛନ୍ତି ହେମନ୍ତ ବିଶ୍ୱଶର୍ମା । ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ରାହୁଲଙ୍କୁ ‘ସଦାମ ହୁସୈନ’ କହି ସମ୍ବୋଧନ କରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ