Masthead

ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟରେ ବିଜେପିର ଟାର୍ଗେଟ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବେ ଆମେରିକା ଯାତ୍ରାରେ ଅଛନ୍ତି । ସେ ଆମେରିକାରେ ମଙ୍ଗଳବାର ପହଞ୍ଚିଥିଲେ । ତାଙ୍କର ଯାତ୍ରା ଆରମ୍ଭ ହେବାପରେ ଭାରତର ରାଜନୀତିରେ ହଲଚଲ ଆରମ୍ଭ ହୋଇଗଲା । ଆରୋପ ପ୍ରତ୍ୟାରୋପର ଖେଳ ଆରମ୍ଭ ହୋଇଗଲା । ଏହି କ୍ରମରେ ,ୱାସିଙ୍ଗଟନ୍ରେ ରାହୁଲ ଗାନ୍ଧୀ ମୁସଲିମ ଲିଗ୍କୁ ଧର୍ମନିରପେକ୍ଷ ବିବେଚନା କରିଛନ୍ତି । ଆମେରିକାର ପ୍ରେସ କ୍ଲବ ରେ ଯେବେ ରାହୁଲ ଗାନ୍ଧୀଙ୍କୁ ପଚରା ଗଲା , କଣ ଆପଣଙ୍କ କେରଳରେ ଇଣ୍ଡିୟନ ୟୁନିୟନ ମିସଲିମ ଲିଗ ସହ ଗଠବନ୍ଧନ ଅଛି? ତେବେ ଏହାର ଜବାବରେ ରାହୁଲ ଗାନ୍ଧୀ କହିଥିଲେ ମୁସଲିମ ଲିଗ୍ ସମ୍ପୁର୍ଣ୍ଣ ଭାବେ ଧର୍ମନିରପେକ୍ଷ ପାର୍ଟି ଅଟେ । ଇଣ୍ଡିୟନ ୟୁନିଅନ ମୁସଲିମ ଲିଗ କେରଳର ଏକ ପାର୍ଟି ଅଟେ । ଆମେରିକାରେ ରାହୁଲ ଗାନ୍ଧୀଙ୍କ ଏହି ବୟାନ ହେତୁ ଭାରତରେ ହଲଚଲ ଲାଗିରହିଛି । ବିଜେପି ଓ କଂଗ୍ରେସ ଦୁହେଁ ଦୁହିଁଙ୍କୁ ଟାର୍ଗେଟ କରୁଛନ୍ତି । ମୁସଲିମ ଲିଗକୁ ଧର୍ମନିରପେକ୍ଷ ପାର୍ଟି କହିବା ପରେ ବିଜେପି ରାହୁଲ ଗାନ୍ଧୀଙ୍କୁ ନିନ୍ଧା କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି