Masthead

ସାହାଯ୍ୟ ଅପେକ୍ଷାରେ ରାଜଲକ୍ଷ୍ମୀ

ଚାନ୍ଦବାଲି(ବଡ଼ ଖବର ବ୍ୟୁରୋ): ଚିକିତ୍ସାରେ ଅର୍ଥ ସାଜିଛି ବାଧକ । ଭଦ୍ରକ ଜିଲ୍ଲା ତିହିଡି ବ୍ଳକ ଅନ୍ତର୍ଗତ ବେରା ପଞ୍ଚାୟତ କୁବେରା ଗ୍ରାମର ସରୋଜ ସାହୁଙ୍କ କଲେଜ ପଢ଼ୁଆ ଝିଅ ରାଜଲକ୍ଷ୍ମୀ ଜନ୍ମ ହେବା ପରେ ପରେ ଅସୁସ୍ଥ ହୋଇପଡିଥିଲେ । ଡାକ୍ତରୀ ରିପୋର୍ଟ ବାପା ମା ଜାଣିବାକୁ ପାଇଲେ ଝିଅର କୀଡିନଜନିତ ସମସ୍ୟା ଅଛି । ଏବେ ରାଜଲକ୍ଷ୍ମୀଙ୍କ ଗୁରୁତର । ଡାକ୍ତର ଅପରେସନ ପାଇଁ କହିଛନ୍ତି । ଆବଶ୍ୟକ ଲକ୍ଷାଧିକ ଟଙ୍କା ।

ଝିଅର ଚିକିତ୍ସା ସହାୟତା ପାଇଁ ବାପା ମାଆ ଆକୁଳ ନିବେଦନ କରିଛନ୍ତି । ନିଜ ପରିବାର ଝିଅଟିଏ ଭାବି ସମସ୍ତେ କିଛି କିଛି ସାହାଯ୍ୟ ସହଯୋଗ କଲେ ରାଜଲକ୍ଷ୍ମୀ ଜୀବନ ବଞ୍ଚ ଯାଆନ୍ତା । ଯେଉଁମାନେ ରାଜଲକ୍ଷ୍ମୀଙ୍କୁ ସହଯୋଗ କରିବାକୁ ଚାହୁଁଛନ୍ତି ସେମାନେ ଦୋଳସାହି ୟୁକୋ ବ୍ୟାଙ୍କ ଶାଖା ଆକାଉଣ୍ଟ ନଂ-୧୨୨୦୩୨୧୧୦୭୧୧୮୧, ଆଇଏଫଏସସି କୋଡ ନମ୍ବର ୟୁସିବିଏ୦୦୦୧୨୨୦ରେ ଆର୍ଥିକ ସହାୟତା ପ୍ରଦାନ କରିବାକୁ ନିବେଦନ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି