Masthead

‘ଲୋକାଭିମୁଖୀ ବଜେଟ୍ ଆସିବ, ବଜେଟର ଆକାର ବି ବଡ଼ ହେବ’

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଚାଲିଛି ବିଧାନସଭାର ବଜେଟ ଅଧିବେଶନ । ସେପଟେ ବଜେଟ ଆସିବାକୁ ପ୍ରତିକ୍ରିୟା ରଖିଛନ୍ତି ଯୋଜନା ଓ ସଂଯୋଜକ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ। କହିଛନ୍ତି, ମୁଁ ଯେବେ ବିଧାୟକ ହୋଇଥିଲି ସେତେ ବେଳେ ମାତ୍ର ୧୧ହଜାର କୋଟି ଟଙ୍କାର ବଜେଟ୍ ଥିଲା। ମାତ୍ର ୨୦୨୨,୨୩ଆର୍ଥିକ ବର୍ଷରେ ୨ଲକ୍ଷ କୋଟିର ବଜେଟ୍ ପ୍ରସ୍ତୁତ ହୋଇ ବିକାଶ ଧାରା ଓଡ଼ିଶାରେ ଆଗେଇଛି। କାଲି ଯେଉଁ ବଜେଟ୍ ଆସିବ ନିଶ୍ଚିନ୍ତ ଭାବେ ଆମ ସରକାର ଲୋକାଭିମୁଖୀ ବଜେଟ୍ ଆସିବ , ବଜେଟର ଆକାର ବି ବଡ଼ ହେବ । ସାଧାରଣ ଲୋକଙ୍କ ପାଇଁ ନୂଆ ନୂଆ ଯୋଜନା ଆସିବ। ରାସ୍ତାଘାଟ,ସ୍ବାସ୍ଥ୍ୟ ,ଶିକ୍ଷା, କୃଷି ଓ ଜଳ ଭଳି ଅନେକ ଦିଗରେ ଗୁରୁତ୍ବ ଦିଆଯିବ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ