Before Header

ବଲିଉଡ୍ ଅଭିନେତା ରଣବୀର କପୁରଙ୍କୁ ସମନ

0 35

ମୁମ୍ବାଇ (ବଡ଼ ଖବର ବ୍ୟୁରୋ): ବଲିଉଡ୍ ଅଭିନେତା ରଣବୀର କପୁରଙ୍କୁ ସମନ । ବେଟିଂ ଆପ୍ ସ୍କାମ ମାମଲାରେ ଇଡିର ସମନ । ମହାଦେବ ଗେମିଙ୍ଗ ବେଟିଂ ମାମଲାରେ ରଣବୀର କପୁରଙ୍କୁ ଏହି ସମନ ଜାରି କରିଛି ଇଡି । ଆସନ୍ତା ୬ ଅକ୍ଟୋବରରେ ଇଡି ଅଫିସରେ ହାଜର ହେବାକୁ ରଣବୀରଙ୍କୁ ନୋଟିସ ଜାରି କରାଯାଇଛି । କେବଳ ରଣବୀର କପୁର ନୁହନ୍ତି ବରଂ ଏହି ତାଲିକାରେ ୧୫ରୁ ୨୦ ଜଣ ସେଲିବ୍ରିଟି ରହିଛନ୍ତି, ଯେଉଁମାନେ ଇଡି ରାଡାରରେ ରହିଛନ୍ତି ।

Leave A Reply

Your email address will not be published.