Masthead

ସାଇଶ୍ରୀଙ୍କ ୫୮ ମିନିଟର ରେକର୍ଡ଼, ଜାଣନ୍ତୁ କ’ଣ କଲେ….

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): କରୋନାର ପ୍ରାଥମିକ ପର୍ଯ୍ୟାୟରେ ଲକଡାଉନ / ସଟଡାଉନ ପିରିୟଡ ଚାଲିଥିଲା । ଏହି ସମୟରେ ପ୍ରାୟ ସମସ୍ତେ ନିଜ ନିଜ ଘରେ ସବୁପ୍ରକାରର ଏକ୍ସପେରିମେଣ୍ଟ କରୁଥିଲେ । ରୋଷେଇ କରିବା ଯେମିତି ସମସ୍ତଙ୍କର ସଉକ ହୋଇଯାଇଥିଲା । ପ୍ରତିଦିନ ସୋସିଆଲ ମିଡିଆରେ ଖାଦ୍ୟକୁ ନେଇ କିଛି ନା କିଛି ପୋଷ୍ଟ କରାଯାଉଥିଲା । ୨ମିନିଟରେ ମ୍ୟାଗି କରିବାପାଇଁ ଯାହାକୁ କଷ୍ଟ ଲାଗୁଥିଲା ସେ ପୁଣି ଘଣ୍ଟା ଘଣ୍ଟା ସମୟ ରୋଷେଇ କରିବାରେ ନିଜକୁ ବ୍ୟସ୍ତ ରଖିଲା । ତେବେ ଏହି ସମୟର ଉପଯୁକ୍ତ ବିନିଯୋଗ କରି ସାଇଶ୍ରୀ ରୋଷେଇ କଳାରେ ନିଜକୁ ଫିଟ କରିଲେ ।

ଘରେ ତାଙ୍କୁ ଏଥିପାଇଁ ବହୁତ ପ୍ରେତ୍ସାହିତ କରୁଥିଲେ ।ପରେ ୫୮ ମିନିଟରେ ୪୬ ଡିସ କରି ରେକର୍ଡ଼ ଭାଙ୍ଗିଲେ ତାମିଲନାଡ଼ୁର ଏସଏନ ଲକ୍ଷ୍ମୀ ସାଇଶ୍ରୀ । ୟୁନିକୋ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ନିଜକୁ ସ୍ଥାନିତ କରାଇଲେ । ଏହି କୋଶଳ ସେ ନିଜ ମା’ଙ୍କ ଠୁ ଶିଖିଛନ୍ତି ବୋଲି ଏକ ସାକ୍ଷାତକାରରେ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ