Masthead

ବିରଳ ଫଙ୍ଗସ ‘ଅରୁଣାଲୋକ’

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଭୁବନେଶ୍ୱର ଏମ୍ସରେ ଡାକ୍ତରଙ୍କ ଗବେଷଣା ସଫଳ ହୋଇଛି । ଆଉ ଏକ ବିରଳ ଫଙ୍ଗସ ଚିହ୍ନଟ ହୋଇଛି । ଏହି ଫଙ୍ଗସ ମଧୁମେହ ରୋଗୀ, ଅଙ୍ଗପ୍ରତ୍ୟାରୋପଣ ବ୍ୟକ୍ତି, କୋଭିଡ-୧୯ ଗୁରୁତର ରୋଗୀଙ୍କ ପାଖରେ ହେବାର ଆଶଙ୍କା ଯଥେଷ୍ଟ ରହିଛି । ଯାହାର ନାଁ ଅରୁଣାଲୋକ ରଖାଯାଇଛିା

ଗୁରୁତର ରୋଗୀଙ୍କ ଶରୀରରେ ଏହା ଦେଖା ଯାଉଥିବାରୁ ମୃତ୍ୟୁହାର ବେଶ ଅଧିକ ରହିଛି । ଏହି ସଂକ୍ରମଣରେ ନାକରୁ କଳାରଙ୍ଗର ପାଣି ବାହାରେ । ଆଖି ନାଲିପଡି ଫୁଲିଯାଏ । ମୁଣ୍ଡ ଚାରିପଟୁ ବିନ୍ଧା ହୋଇଥାଏ । ପାଟିରେ ଯନ୍ତ୍ରଣା ହୁଏ । ପାଟି ଭିତର କଳାଦେଖାଯାଏ । ଫଙ୍ଗସଟି କରୋନା ସହିତ ଜଡ଼ିତ ବ୍ଲାକ ଫଙ୍ଗସ ବା ମ୍ୟୁକରମାଇକୋସିସ ସୃଷ୍ଟି କରୁଥିବା ସୂଚନା ମିଳିଛି ।

ଯେଉଁ କରୋନା ଆକ୍ରାନ୍ତମାନେ ଦୀର୍ଘ ଦିନ ଯାଏଁ ଷ୍ଟିରଏଡ, ଆଣ୍ଟିବାୟୋଟିକ ଔଷଧ ସେବନ କରୁଛନ୍ତି ଏବଂ ପରବର୍ତ୍ତୀ ସମୟରେ ସେମାନେ କରୋନାରୁ ସୁସ୍ଥ ହୋଇଯାଉଥିଲେ ମଧ୍ୟ ପୋଷ୍ଟ କୋଭିଡ ଜଟିଳ ସ୍ୱାସ୍ଥ୍ୟଗତ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ଥିଲେ ବ୍ଲାକ ଫଙ୍ଗସ ସଂକ୍ରମଣ ହେବା ଦେଖାଦେଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ