Masthead

ରଥଯାତ୍ରା ବେଳେ ହୋଇପାରେ ରତ୍ନଭଣ୍ଡାର ଅଳଙ୍କାର ଯାଞ୍ଚ

ପୁରୀ (ବଡ଼ ଖବର ବ୍ୟୁରୋ): ରଥଯାତ୍ରା ବେଳେ ହୋଇପାରେ ରତ୍ନଭଣ୍ଡାର ଅଳଙ୍କାର ଯାଞ୍ଚ । ତଦାରଖ କମିଟିର ବୈଠକ ପରେ ପ୍ରତିକ୍ରିୟା ରଖିଛନ୍ତି ଜଷ୍ଟିସ ଅରିଜିତ ପଶାୟତ । ରଥଯାତ୍ରା ବେଳେ ଠାକୁର ନଥିବାରୁ ଯାଞ୍ଚ ପାଇଁ ସୁବିଧା ହେବ । ପ୍ରଶାସନକୁ ୧୯୭୮ ମସିହାର ଗଣତି ରିପୋର୍ଟ ମଗା ଯାଇଥିବା କହିଛନ୍ତି ଅରିଜିତ ପଶାୟତ । ପ୍ରାରମ୍ଭିକ ଆଲୋଚନା ହୋଇଛି, ବିଭିନ୍ନ ଦିଗରୁ ସମୀକ୍ଷା ହୋଇଛି । ଆଲୋଚନା ଅନୁସାରେ ରଥଯାତ୍ରା ହିଁ ଉଚିତ ସମୟ ବୋଲି କହିଛନ୍ତି । ସ୍ନାନପୂର୍ଣ୍ଣିମା ପରେ ଅଣସର ସମୟ କଥା ବି ଚିନ୍ତା କରାଯାଉଥିଲା ବୋଲି କହିଛନ୍ତି । କିନ୍ତୁ ସେ ସମୟରେ ଠାକୁରଙ୍କ ଗୁପ୍ତ ନୀତି ଥିବାରୁ ଯାଂଚ କରିବା ସମ୍ଭବ ହେବନାହିଁ । ଏବଂ ମଗା ଯାଇଥିବା ରିପୋର୍ଟ ମିଳିବା ପରେ ପ୍ରକ୍ରିୟା ନେଇ ରୂପରେଖ ଚୂଡ଼ାନ୍ତ ହେବ । ସେତେବେଳର ତାଲିକା ସହ ବର୍ତ୍ତମାନର ଅଳଙ୍କାର ମେଳକ କରାଯିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି