Masthead

ଟାଇଟଲ ହାତେଇଲା ଆରସିବି

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ):ଇତିହାସ ରଚିଲା ଆରସିବି । ଦିର୍ଘ ୧୭ ବର୍ଷର ଅପେକ୍ଷାର ଅନ୍ତ ଘଟିଲା। ଆରସିବି ଘରକୁ ଗଲା ଟ୍ରଫି । ଯାହା ପୁରୁଷ ଟିମ କରିପାରିଲେ ନାହିଁ ତାହା କରିଦେଖାଇଲେ ମହିଳା । କୋହଲିଙ୍କ ସ୍ବପ୍ନ ପୂରଣ କଲେ ସ୍ମୃତି ମାନ୍ଧନା । ମହିଳା ପ୍ରିମିୟର ଲିଗର ଦ୍ବିତୀୟ ସଂସ୍କରଣକୁ ନିଜ ନାଁରେ କଲା ରୟାଲ ଚ୍ୟାଲେଞ୍ଜର ବାଙ୍ଗାଲୋର ।

ଆଜି ଅନୁଷ୍ଠିତ ଡବ୍ଲୁପିଏଲର ଆକର୍ଷଣୀୟ ଫାଇନାଲ ମୁକାବିଲାରେ ଦିଲ୍ଲୀକୁ ହରାଇ ଟାଇଟଲ ଆପଣାଇଛି ଆରସିବି । ଦିଲ୍ଲୀ ପ୍ରଥମେ ବ୍ୟାଟିଂ କରି ଦମଦାର ଆରମ୍ଭ କରିଥିଲା । ହେଲେ ପ୍ରଥମ ଓ୍ବିକେଟ ପରେ ଧରାସାୟୀ ହୋଇପଡିଥିଲା ଦିଲ୍ଲୀ କ୍ୟାପିଟାଲ । ୬୪ ରନରେ କୌଣସି ଓ୍ବିକେଟ ପଡ଼ିନଥିବା ଦିଲ୍ଲୀ ମାତ୍ର ୧୧୩ରନରେ ଅଲ ଆଉଟ ହୋଇଯାଇଥିଲା । ଯାହାକୁ ଆରସିବି ମାତ୍ର ୨ ଓ୍ବିକେଟ ହରାଇ ଅତି ସହଜରେ ହାସଲ କରିନେଇଥିଲା ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ