Masthead

ଲୁଟିନେଲେ ସରକାରୀ ଧନ

ଧର୍ମଶାଳା ( ବଡ଼ ଖବର ବ୍ୟୁରୋ): ସରକାରୀ ଧନ ହରିଲୁଟ । ସ୍କୁଲର ବିକାଶ ପାଇଁ ଆସୁଥିବା ଲକ୍ଷ ଲକ୍ଷ ଟଙ୍କା ହରିଲୁଟ ଅଭିଯୋଗ। ଏଥିପ୍ରତି ନାହିଁ ସରକାରଙ୍କ ଧ୍ୟାନ । ଯୋଜନା ଉପରେ ଯୋଜନା କରିଚାଲିଛନ୍ତି ସରକାର । ବାସ୍ତବରେ କାମ ବଦଳରେ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ହଡପ କରାଯାଉଛି । ଅଭିଯୋଗ କଲେ ମିଳୁନି କିଛି ସୁଫଳ । ମନରେଗା କାର୍ଯ୍ୟରେ ବ୍ୟାପକ ଦୁର୍ନୀତି କରୁଛନ୍ତି ତଳିଆ ରାଜନୈତିକ ବାବୁମାନେ । କରୋନା ସମୟରେ ପ୍ରବାସୀଙ୍କ ପାଇଁ କାମ ଯୋଗାଇବା ଲକ୍ଷ ନେଇ ସ୍ଥାନୀୟ ଲୋକମାନେ କାମ କରି ପରିବାର ପ୍ରତିପୋଷଣ କରିବେ। ହେଲା ଏଠାରେ ଚିତ୍ର ଅଲଗା । ଲୋକ କାମ କରିବା ବଦଳରେ କିଛି ରାଜନୈତିକ ବ୍ୟକ୍ତି ମେସିନ ଲଗାଇ କାମ କରୁଛନ୍ତି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ପଟୁଣିଆ ଗ୍ରାମରେ ।

୨୦୨୦-୨୧ ଚତୁର୍ଥ ଅର୍ଥ କମିଶନ ଯୋଜନାରେ ଏହି ଗ୍ରାମର ଉଦୟବଟ ବିଦ୍ୟାଳୟର ଖେଳ ପଡ଼ିଆ ଉନ୍ନତିକରଣ ନିମନ୍ତେ ୨ଲକ୍ଷ୍ୟ ଟଙ୍କା ବ୍ୟୟ ବରାଦ କରାଯାଇଥିଲା। ମେସିନରେ କାମ କରୁଥିବା ବେଳେ ମାଟି ବଦଳରେ ନଦୀ ବାଲି ଆଣି କାମ କରୁଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଭିତରେ ବାଲି ଉପରେ ମାଟି ପଡିଥିବା ଦେଖିବାକୁ ମିଳିଛି । ଏଠାରେ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ହରିଲୁଟ କରିନେଇଥିବା ଦେଖିବାକୁ ମିଳିଛି । ଅଭିଯୋଗ କଲେ ନାନା ପ୍ରକାର ଧମକ ମିଳୁଛି । ଅନ୍ୟପଟେ କରୋନା ସମୟରେ କାମ ନ ପାଇ ଲୋକେ ହନ୍ତସନ୍ତ ହେଉଛନ୍ତି । ଯଦି ଏଭଳି କାମ ଆଗକୁ ଚାଲେ ଲୋକେ କାହା ଉପରେ ବିଶ୍ୱାସ କରିବେ । ଏହି ଅଂଚଳ ପ୍ରତି ଯାଜପୁର ଜିଲ୍ଲାପାଳ ଦୃଷ୍ଟି ଦେଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଞ୍ଚଳ ବାସୀ ଦାବି କରିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାମ୍ମୁ କାଶ୍ମୀରେ ସିଆରପିଏଫ ଯାନ ର୍ଦୁଘଟଣା ଗ୍ରସ୍ଥ : ୩ ଯବାନଙ୍କ ମୃତ,୧୬ ଯବାନ ଆହାତ 🔴 ଘରକୁ ଫେରୁଥିବା ବେଳେ ମହିଳାଙ୍କୁ ଦୁଷ୍କର୍ମ 🔴 ଥାନାର ଥାର୍ଡ଼ ଡିଗ୍ରୀ ଘଟଣା, ଆଇଆଇସିଙ୍କୁ କାରଣ ଦର୍ଶାଅ ନୋଟିସ୍ 🔴 6 ଘଣ୍ଟିଆ ପୁରୀ ବନ୍ଦ 🔴 ୩ ଦିନିଆ ଦିଲ୍ଲୀ ଗସ୍ତ ସାରି ଫେରିବେ ମୋହନ ମାଝୀ 🔴 ଡ୍ରଗ୍ସ କଣ୍ଟ୍ରୋଲର ଅଫିସରଙ୍କ ଘରେ ଭିଜିଲାନ୍ସ ରେଡ୍ 🔴 ନବ ଦାସ ହତ୍ୟାକାଣ୍ଡ, ଆଜି ସାକ୍ଷ୍ୟ ଗ୍ରହଣ 🔴 ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା 🔴 ସୋଭନା ମହାନ୍ତି ମହିଳା କମିଶନ ଅଧ୍ୟକ୍ଷା 🔴 ଶିକ୍ଷକ ବଦଳିକୁ ବିରୋଧ, ସ୍କୁଲ ଗେଟରେ ତାଲା 🔴 ଜାମ୍ମୁ କାଶ୍ମୀରେ ସିଆରପିଏଫ ଯାନ ର୍ଦୁଘଟଣା ଗ୍ରସ୍ଥ : ୩ ଯବାନଙ୍କ ମୃତ,୧୬ ଯବାନ ଆହାତ 🔴 ଘରକୁ ଫେରୁଥିବା ବେଳେ ମହିଳାଙ୍କୁ ଦୁଷ୍କର୍ମ 🔴 ଥାନାର ଥାର୍ଡ଼ ଡିଗ୍ରୀ ଘଟଣା, ଆଇଆଇସିଙ୍କୁ କାରଣ ଦର୍ଶାଅ ନୋଟିସ୍ 🔴 6 ଘଣ୍ଟିଆ ପୁରୀ ବନ୍ଦ 🔴 ୩ ଦିନିଆ ଦିଲ୍ଲୀ ଗସ୍ତ ସାରି ଫେରିବେ ମୋହନ ମାଝୀ 🔴 ଡ୍ରଗ୍ସ କଣ୍ଟ୍ରୋଲର ଅଫିସରଙ୍କ ଘରେ ଭିଜିଲାନ୍ସ ରେଡ୍ 🔴 ନବ ଦାସ ହତ୍ୟାକାଣ୍ଡ, ଆଜି ସାକ୍ଷ୍ୟ ଗ୍ରହଣ 🔴 ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା 🔴 ସୋଭନା ମହାନ୍ତି ମହିଳା କମିଶନ ଅଧ୍ୟକ୍ଷା 🔴 ଶିକ୍ଷକ ବଦଳିକୁ ବିରୋଧ, ସ୍କୁଲ ଗେଟରେ ତାଲା