Masthead

ଅଜିତଙ୍କ କାର୍ଟୁନ ଆଉ ଦେଖିବାକୁ ମଳିବନି

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):ନିଜର ଚମତ୍କାରିତା କଳା ପାଇଁ ସାରା ବିଶ୍ୱରେ ଖ୍ୟାତି ଅର୍ଜନ କରିଥିବା କାର୍ଟୁନିଷ୍ଟ ଅଜିତ ନିନାନଙ୍କ ୬୮ ବର୍ଷ ବୟସରେ ଦେହାନ୍ତ ହୋଇଛି । ନିନାନଙ୍କ ଦ୍ୱାରା ଅନେକ ପତ୍ର ଲେଖାଯାଇଛି ଯେଉଁଥିରୁ ସେ ଶିଶୁମାନଙ୍କ ପାଇଁ ଲେଖିଥିବା ମାଗାଜିନ ‘ଡ଼ିଟେକ୍ଟିଭ ମୋଛୱାଲା’ ସବୁଠାରୁ ପ୍ରସିଦ୍ଧ ଥିଲା । ତାଙ୍କର ଜନ୍ମ ୧୫ ମେ ୧୯୫୫ ରେ ଆନ୍ଧ୍ରପ୍ରଦେଶରେ ହୋଇଥିଲା । ସେ କାର୍ଟୁନିଷ୍ଟ ଅବୁ ଅବ୍ରାହମଙ୍କ ଭଣଜା ଥିଲେ । ତାଙ୍କର ପ୍ରଥମ କାର୍ଟୁନ ୧୯୬୦ ରେ ପ୍ରକାଶ ଲାଭ କରିଥିଲା ଏବଂ ସେତେବେଳେ ସେ ସ୍କୁଲରେ ପଢ଼ୁଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ