Masthead

ରାଜରାସ୍ଥାକୁ ଓହ୍ଲାଇବେ ଡିଜେ ମାଲିକ

ତିର୍ତ୍ତୋଲ(ବଡ଼ ଖବର ବ୍ୟୁରୋ): ଆଗକୁ ଆସୁଛି ଦଶହରା । ରାଜ୍ୟରେ ଗାଁ ଠାରୁ ଆରମ୍ଭ କରି ସହର ପର୍ୟ୍ୟନ୍ତ ବିଭିନ୍ନ ସ୍ଥାନରେ ଉତ୍ସବ । ମା ଦୁର୍ଗାଙ୍କ ପାଖରେ ବିଭିନ୍ନ ସାଂସ୍କୃତିକ କାର୍ୟ୍ୟକ୍ରମ ସହ ଭସାଣି ମଧ୍ୟ କରାଯିବ । ଯେଉଁଥିରେ ସହ ସହ ଡେ଼କୋରେଟର, ସାଉଣ୍ଡ, ବିଭିନ୍ନ କଳାକାର ଉପକୃତ ହେବେ । କିନ୍ତୁ ଭସାଣିରେ ଲାଗୁଥିଲା ଡିଜେକୁ ବନ୍ଦ କରିବା ସହ କଟକଣା ଲାଗୁ କରାଯାଇଛି ଯାହାକୁ ନେଇ ଚିନ୍ତାରେ ଅଛନ୍ତି ଶହଶହ ଡିଜେ ମାଲିକ । ବିଭିନ୍ନ ସମୟରେ ଡିଜେ ବାଜିବା ଦ୍ୱାରା ଅନେକ ଲୋକଙ୍କ ମୃତ୍ୟୁ ହେବା ଖବର ଆସିବା ପରେ ଜ଼ିଲ୍ଲା ପ୍ରଶାସନ ଚଢ଼ାଉ କରି ଏକାଧିକ ଡିଜେ ଗାଡିକୁ ଅଟକ ରଖିବା ସହ ମୋଟା ଅଙ୍କର ଫାଇନ କଟାଯାଉଛି । ଯାହାକୁ ବିରୋଧ କରିବା ସହ ଆସନ୍ତା ସମୟରେ ରାଜରାସ୍ତାକୁ ଓଲ୍ହାଇବେ ବୋଲି ମତ ରଖିଛନ୍ତି ଜଗତସିଂହପୁର ଜଗନ୍ନାଥ ଟେଣ୍ଡ ଲାଇଟ ସାଉଣ୍ଡ ସଙ୍ଘ । ଏହି ସଂଘ ପକ୍ଷରୁ ସାରା ରାଜ୍ୟର ଡିଜେ ମାଲିକଙ୍କୁ ନେଇ ହୋଇଥିବା ଏକ ସଭାରେ ଏଭଳି ମତ ରଖିଛନ୍ତି ରାଜ୍ୟର ବିଭିନ୍ନ ଡିଜେ ମାଲିକ ମାନେ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା