Before Header

କେରଳର ଥ୍ରୀସୁର ରେ ସଡକ ଦୁର୍ଘଟଣା

ବସ୍ ଓଲଟି ୩୦ ରୁ ଅଧିକ ଯାତ୍ରୀ ଆହତ

0 11

କେରଳ(ବଡଖବର ବ୍ୟୁରୋ):କେରଳ ର ଥ୍ରୀସୁର ଜିଲ୍ଲାର କାନିମଙ୍ଗଲମ୍ ନିକଟରେ ଏକ ଘରୋଇ ବସ୍ ଓଲଟି ପଡିବାରୁ ୩୦ରୁ ଅଧିକ ଲୋକ ଆହତ ହୋଇଥିଲେ । ଆହତ ଲୋକଙ୍କୁ ଡାକ୍ତରଖାନା ରେ ଭର୍ତ୍ତି କରାଯାଇଥିବାବେଳେ ସେଠାରେ ସେମାନଙ୍କର ଚିକିତ୍ସା ଚାଲିଛି । କେରଳ ରାଜସ୍ୱ ମନ୍ତ୍ରୀ କେ ରାଜନ କହିଛନ୍ତି ଯେ ଆହତମାନଙ୍କୁ ଘରୋଇ ଡାକ୍ତରଖାନା ଏବଂ ଥ୍ରୀସୁର ତାଲୁକ ସରକାରୀ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।

Leave A Reply

Your email address will not be published.