Masthead

ବିଦ୍ୟାଳୟର ତାଲାଭାଙ୍ଗି କମ୍ପ୍ୟୁଟର ଚୋରିକଲେ ଲୁଟେରା

ବ୍ରହ୍ମଗିରି (ବଡ ଖବର ବ୍ୟୁରୋ);ବିଦ୍ୟାଳୟର ତାଲାଭାଙ୍ଗି କମ୍ପ୍ୟୁଟର ଚୋରିକଲେ ଲୁଟେରା। ବ୍ରହ୍ମଗିରି ଥାନର ଦ୍ବାରସ୍ଥ ହେଲେ ବ୍ରହ୍ମଗିରି ବ୍ଲକ ଶିକ୍ଷା ଅଧିକାରୀ । ବ୍ରହ୍ମଗିରି ଅଲାରପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ପାଞ୍ଚଟି କମ୍ପୁଟର ଚୋରି ହୋଇଥିବା ବ୍ରହ୍ମଗିରିଥାନାରେ ଲିଖିତ ଅଭିଯୋଗ ହୋଇଛି । ପ୍ରଧାନ ଶିକ୍ଷୟତ୍ରୀ ଓ ବ୍ଲକ ଶିକ୍ଷା ଅଧିକାରୀଙ୍କ ଏତଲା ମୁତାବକ ଗତକାଲି ରାତିରେ ସ୍କୁ୍ଲ କମ୍ପ୍ୟୁଟର ରୁମର ତାଲାଭାଙ୍ଗି ୫ଟି କମ୍ପ୍ୟୁଟର ଚୋରି କରିନେଇଛନ୍ତି ଲୁଟେରା । ଏନେଇ ସ୍କୁଲ କର୍ତୁପକ୍ଷ ବ୍ରହ୍ମଗିରୀ ଥାନାରେ ଲିଖିତ ଅଭିଯୋଗ କରିବାପରେ ବ୍ରହ୍ମଗିରି ପୋଲିସ ତଦନ୍ତ ଆରମ୍ଭ କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ