Masthead

ଏଣିକି ବିଦେଶରୁ ଆସୁଥିବା ଯାତ୍ରୀଙ୍କ ପାଇଁ RT-PCR ରିପୋର୍ଟ ବାଧ୍ୟତାମୂଳକ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ସାରା ଦେଶରେ ବର୍ତ୍ତମାନ କରୋନା ଆୟତ୍ତ୍ୱ ହେବାରେ ଲାଗିଛି । ହେଲେ କେନ୍ଦ୍ର ସରକାର ଏହାକୁ ଅଣଦେଖା ନକରି ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ତେବେ ବିଦେଶରୁ ଆସୁଥିବା ପର୍ଯ୍ୟଟଙ୍କ ପାଇଁ ନେଗେଟିଭ ଆରଟି ପିସିଆର ଟେଷ୍ଟ ରିପୋର୍ଟ ଜରୁରୀ । ଏହି ରିପୋର୍ଟ ଯାତ୍ରୀର ଠିକ ୭୨ ଘଣ୍ଟା ପୂର୍ବରୁ ହୋଇଥିବା ଉଚିତ । ଏପରିକି ସମସ୍ତ ଯାତ୍ରୀଙ୍କୁ ଏହି ରିପୋର୍ଟର ସତ୍ୟାସତ୍ୟ ପାଇଁ ଘୋଷଣାପତ୍ର ମଧ୍ୟ ଦେବାକୁ ପଡ଼ିବ ।

କେବଳ ଏତିକି ନୁହେଁ ବରଂ କେଉଁ ଦେଶରୁ ଆସୁଥିଲେ ଏହି ନିୟମ ମାନିବା ଜରୁରୀ ତାହା ମଧ୍ୟ ସରକାର ସ୍ପଷ୍ଟ କରିଛନ୍ତି । ୟୁରୋପ ଦେଶ, ୟୁନାଇଟେଡ କିଙ୍ଗଡମ, ଦକ୍ଷିଣ ଆଫ୍ରିକା, ବ୍ରାଜିଲା, ବାଂଲାଦେଶ, ବୋତସଭାନା, ଚୀନ, ମରିସସ, ନ୍ୟୁଜିଲାଣ୍ଡ ଓ ଜିମ୍ବାୱେ ଏହି ତାଲିକାରେ ସାମିଲ ଅଛନ୍ତି । ଏହି ସବୁ ଦେଶର ଯାତ୍ରୀମାନଙ୍କୁ ବିପଦ ସଙ୍କୁଳ ତାଲିକାରେ ରଖାଯାଇଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ