Before Header

ଘର ବାଡ଼ିରୁ ଟେକିନେଲା ବାଘ

0 18

ନୂଆପଡ଼ା(ବଡ଼ ଖବର ବ୍ୟୁରୋ): ଘର ବାଡ଼ିରୁ ଟେକିନେଲା ବାଘ । ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ସୋସେଙ୍ଗ ପଞ୍ଚାୟତ ଜଳମଡାଇ ଗାଁରେ ଘଟିଛି ଅଭାବନୀୟ ଘଟଣା । ଘର ବାଡ଼ିରୁ ୬୫ ବର୍ଷୀୟ ବୃଦ୍ଧାକୁ ଟେକି ନେଇ ଅଧା ଖାଇଦେଇଛି ବାଘ । ବୃଦ୍ଧା ମହିଳା ଜଣକ ହେଲେ ସାନମତି ବାରିକ । ଜାଳେଣି ପାଇଁ ରାତିରେ ବାଡିକୁ ଯାଇଥିବା ଥିବା ବେଳେ ବାଘ ଆକ୍ରମଣ କରିଥିଲା । ଗ୍ରାମବାସୀ ହୋହାହ୍ଲା କରିବା ପରେ ବାଘ ଅଧା ଶରୀରକୁ ଛାଡି ପଳାଇ ଯାଇଥଲା । ତେବେ ବାଘକୁ ନେଇ ସ୍ଥାନୀୟ ଅଞ୍ଚଳରେ ଏବେ ଆତଙ୍କ ଖେଳିଯାଇଛି । ଭୟରେ ଲୋକେ ଘରୁ ବାହାରୁନଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.