Masthead

ପାଣ୍ଡିଆନଙ୍କ ଅବସରକୁ ନେଇ ମୁହଁ ଖୋଲିଲେ ରୁବେନ ବାନାର୍ଜୀ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଭି କାର୍ତ୍ତିକେୟନ ପାଣ୍ଡିଆନଙ୍କ ଅବସରକୁ ନେଇ ସବୁଠି ଚର୍ଚ୍ଚା ଚାଲିଥିବା ବେଳେ ଜାତୀୟ ସ୍ଥରରେ ପ୍ରତିଷ୍ଠା ଲାଭ କରିଥିବା ସାମ୍ବାଦିକ ରୁବେନ ବାନାର୍ଜୀ ମଧ୍ୟ ଏହାକୁ ନେଇ ନିଜ ପ୍ରତିକ୍ରିୟା ରଖିଛନ୍ତି ।

ସେ ମାଇକ୍ରୋ ବ୍ଲଗିଂ ସାଇଟ ଏକ୍ସରେ ଲେଖିଛନ୍ତି ‘ଆପଣ ରାତାରାତି ସ୍ୱେଚ୍ଛାକୃତ ଅବସର ନେବାପାଇଁ ନିଷ୍ପତ୍ତି କରି ନାହାନ୍ତି, ଆପଣ ଏହାକୁ ବହୁ ପୂର୍ବରୁ ଯୋଜନା କରିଛନ୍ତି, ଯଦି ତାହା ହୋଇଥାଏ ତେବେ ସାଧାରଣ ଲୋକଙ୍କ କୋଟି କୋଟି ଟଙ୍କା

ଜଣେ ବ୍ୟକ୍ତିଙ୍କ ନିଜର ରାଜନୈତିକ କ୍ୟାରିୟର ତିଆରି ପାଇଁ ବ୍ୟବହାର କରାଯାଇଛି ।’ ଏଥିସହ ଶେଷରେ ଏକ ପ୍ରଶ୍ନ କରି ସେ ଲେଖିଛନ୍ତି ଆପଣ ବୁଝିପାରିଲେ ତ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ