Masthead

ତେଲ ସରିଲେ ଜରିମାନା

ଜର୍ମାନୀ(ବଡ଼ ଖବର ବ୍ୟୁରୋ):  ସବୁ ଅପରାଧର ଦଣ୍ଡ ନଥାଏ । ହେଲେ ଦୁନିଆରେ କିଛି ଅପରାଧର ଦଣ୍ଡ ଏମିତି ଅଛି ଯାହା ବିଷୟରେ ଶୁଣିଲେ ଆପଣ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ଏମିତି ନିୟମ ରହିଛି ଯାହାକୁ ଶୁଣିଲେ ମଧ୍ୟ ବିଶ୍ୱାସ ହୁଏନି । କିଛି ଦେଶରେ ଚୋରୀ କଲେ ହାତ କାଟିବାର ଦଣ୍ଡ ରହିଛି ତ ଆଉ କେଉଁଠି ବଳାତ୍କାରୀଙ୍କୁ ସର୍ବସାଧାରଣରେ ଫାଶୀ ଦିଆଯାଉଛି । ସେହିପରି ପ୍ରାୟ ସବୁଠି ଗାଡି ଚଳାଚଳକୁ ନେଇ ଅନେକ ନିୟମ ପ୍ରଣୟନ କରାଯାଇଛି । ତେବେ ଦୁନିଆରେ ଏପରି ଏକ ଦେଶ ଅଛି ଯେଉଁଠାରେ ଗାଡିରୁ ତେଲ ସରିଯିବାକୁ ଅପରାଧ ଅନ୍ତର୍ଭୁକ୍ତ କରାଯାଇଛି । ଏଥିପାଇଁ ଗାଡି ଡ୍ରାଇଭରକୁ ଦଣ୍ଡ ସ୍ୱରୁପ ଜରିମାନା ଦେବାକୁ ପଡିଥାଏ । ଏମିତି ବିଚିତ୍ର ନିୟମ କେଉଁ ଦେଶରେ ଅଛି ତାହା ଆପଣମାନେ ଜାଣିଛନ୍ତି କି?

ଏମିତି ନିୟମ ଜର୍ମାନୀରେ ଅଛି । ଜର୍ମାନୀରେ ଦୃତ ଗାଡି ଚଳାଇବା ପାଇଁ ଦଣ୍ଡ ବିଧାନର ବ୍ୟବସ୍ଥା ନାହିଁ ; କିନ୍ତୁ ଯଦି ଗାଡି ଚଲାଇବା ସମୟରେ ମଝି ରାସ୍ତାରେ ଗାଡିରୁ ତେଲ ସରିଯାଏ ଏବଂ ମଝି ରାସ୍ତାରେ ରହିଯାନ୍ତି ,ତେବେ ଏହାକୁ ଅପରାଧ ବୋଲି ଧରାଯାଏ । ଏହି ଅପରାଧରେ ଲୋକଙ୍କୁ ସଜା ମଧ୍ୟ ମିଳିଥାଏ । କରିମାନା ଦେବାକୁ ପଡିଥାଏ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ