Masthead

୨୦୨୪ ନିର୍ବାଚନ ପାଇଁ ସଜବାଜ ହେଲାଣି ସାହାରପଡା ବିଜେଡି

କେନ୍ଦୁଝର(ବଡ଼ ଖବର ବ୍ୟୁରୋ):କେନ୍ଦୁଝର ଜିଲ୍ଲା ପାଟଣା ନିର୍ବଚନ ମଣ୍ଡଳୀର ସାହାରପଡା ବ୍ଲକ ବିଜୁ ଜନତା ଦଳର ବରିଷ୍ଠ କର୍ମୀ ତଥା ପୂର୍ବତନ ଜିଲ୍ଲା ବିଜେଡି ଉପସଭାପତି ଦୀଲିପ କୁମାର ସାହୁଙ୍କ ସଭାପତିତ୍ୱରେ ଏକ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ବ୍ଲକର ସମସ୍ତ  କର୍ମକର୍ତ୍ତା  ଯୋଗ ଦେଇ ବିଜୁ ଜନତା ଦଳକୁ ଆହୁରି କିପରି ଶକ୍ତିଶାଳୀ କରିବା ସହ ଆଗାମୀ ୨୦୨୪ ସାଧାରଣ ନିର୍ବାଚନରେ ଦଳକୁ ବିପୁଳ ବିଜୟୀ କରାଇବା ପାଇଁ ନିଷ୍ପତି ନେଇଛନ୍ତି। ଏହି ବୈଠକରେ ସଙ୍ଗଠନ ବାବଦରେ ପୁଙ୍ଖାନୁପଙ୍ଖ ଭାବେ ଆଲୋଚନା କରାଯିବା ସହ ବ୍ଲକ୍, ଜୋନ ଏବଂ ପଞ୍ଚାୟତ କମିଟି ଗଠନ କରାଗଲା ଯାଇଥିଲା । ଏହି ବୈଠକରେ ରୀନା ନାଏକ, ବୁଦ୍ଧଦେବ ମହାକୁଡ଼, ଦୀପକ ରାଜ, ଚମ୍ପାବତୀ ଟୁଡୁ, ରମ୍ଭାବତୀ ଦେହୁରୀ, ନମିତା ମହାନ୍ତ, ଗୋବିନ୍ଦ ମହାନ୍ତ, ସତ୍ୟ ନାରାୟଣ ପଣ୍ଡା, ଭବାନୀ ଶଙ୍କର ମହାନ୍ତ, ହୃଷିକେଶ ମହାନ୍ତ, ନିରଞ୍ଜନ ଲୋହାର ପ୍ରମୁଖ ଉପସ୍ଥିତ ଥିବା ବେଳେ ବ୍ଲକ ଅଞ୍ଚଳରୁ ବହୁ ବିଜେଡ଼ି କର୍ମୀ ଯୋଗଦେଇଥିଲେ  ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା