Before Header

ଆଦିବାସୀଙ୍କ ବିକାଶ ଲାଗି ମୁଖ୍ୟମନ୍ତ୍ରୀ ସବୁବେଳେ ତତ୍ପର: ଜଗନ୍ନାଥ ସାରକା

0 17

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):  ଜନଜାତି ଉପଦେଷ୍ଟା ପରିଷଦ କମିଟିର ବୈଠକ ପରେ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ପ୍ରତିକ୍ରିୟା । କହିଛନ୍ତି ଆଦିବାସୀମାନଙ୍କ ବିକାଶ ବିଷୟରେ ଟିଏସି ବୈଠକ ବିସ୍ତୁତ ଆଲୋଚନା ହୋଇଛି । ଜଙ୍ଗଲ ଜମି ପଟା ଓ ଆଦିବାସୀ ସ୍କୁଲ ପିଲାଙ୍କ ପଢିବା ପାଇଁ ସବୁ ବ୍ୟବସ୍ଥା କରାଯାଇଛି । ଆଦିବାସୀଙ୍କ ବିକାଶ ଲାଗି ମୁଖ୍ୟମନ୍ତ୍ରୀ ସବୁବେଳେ ତତ୍ପର । କିପରି ତାହା ତ୍ୱରାନ୍ୱିତ ହେବ ସେ ନେଇ ସମସ୍ତଙ୍କ ସହଯୋଗ ଲୋଡିଛନ୍ତି ମୁଖ୍ୟମନ୍ତ୍ରୀ । କୋଭିଡ ଯୋଗୁ ଟିଏସି ବୈଠକରେ ବିଳମ୍ବ ହୋଇଛି । ବିରୋଧୀଙ୍କ କଥାରେ ମୁଁ ଦ୍ୱିମତ ନୁହେଁ ।

Leave A Reply

Your email address will not be published.