Masthead

ମୁଁ ମୋ ଦରମାରେ ଚଳେ, ଭଡା ଘରେ ଚଳେ: ଶଶିଭୂଷଣ ବେହେରା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):  ନୋଟ ବନ୍ଦୀକୁ ନେଇ ପ୍ରତିକ୍ରିୟା ରଖିଲେ ପୁର୍ବତ୍ତନ ଅର୍ଥମନ୍ତ୍ରୀ ତଥା ବିଜେଡି ବିଧାୟକ ଶଶିଭୂଷଣ ବେହେରା । କହିଛନ୍ତି କେନ୍ଦ୍ର ସରକାର ଭାରତ ବର୍ଷର ଅସ୍ଥିରତା ସୃଷ୍ଟି କରୁଛନ୍ତି । ପୁଣି ଥରେ ନୋଟ ବନ୍ଦୀ ଭଳି ସ୍ଥିତି ସୃଷ୍ଟି ହେବାର ଆଶଙ୍କା ଦେଖା ଦେଇଛି । ୨୦୦୦ ଟଙ୍କାକୁ ବନ୍ଦ କରି ଦେବା ଦ୍ୱାରା ଅସ୍ଥିରତା ସୃଷ୍ଟି ହୋଇଛି । ବିଶେଷ କରି ମଧ୍ୟବିତ୍ତ ଓ ମହିଳା ମାନେ ଯେଉଁମାନେ କିଛି ସଞ୍ଚୟ କରିଥିଲେ ସେମାନେ ଅଧିକ ପ୍ରଭାବିତ ହେବେ ।

ପ୍ରଚଳନ ବେଳେ ୟାକୁ ଚିନ୍ତା କରିବାର ଥିଲା । ଆଉ ନୋଟ ବନ୍ଦୀ ଦ୍ୱାରା କେତେ ୫୦୦ ଓ ୧୦୦୦ ଟଙ୍କାର ନୋଟ ଫେରିଥିଲା ତାହା କେନ୍ଦ୍ର ସରକାର କହିବା ଦରକାର । ୨୦୦୦ ଟଙ୍କାକୁ ବନ୍ଦ କରି କଳା ଟଙ୍କାକୁ ରୂପାନ୍ତରିକରଣ କରିବାର ବ୍ୟବସ୍ଥା ହେଉଛି ବୋଲି ଆଶଙ୍କା ହେଉଛି । ପୂର୍ବ ସୂଚନାରେ କେହି ଜମି କିଣି ଦେଉଛନ୍ତି ଓ ସୁନା କିଣି ଦେବା ଭଳି ଘଟଣା ବି ଘଟୁଛି । ତେଣୁ ଏ ଦିଗରେ କେନ୍ଦ୍ର ସରକାର ସ୍ପଷ୍ଟ ନୀତି ଆଣିବା ଦରକାର । ମୁଁ ମୋ ଦରମାରେ ଚଳେ ଭଡା ଘରେ ଚଳେ । ମୋ ପାଖରେ ୨୦୦୦ ଟଙ୍କିଆ ନୋଟ ନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ