Masthead

୫ ବର୍ଷରେ ୧୩ ହଜାର ୬୨୬ ଏସସି, ଏସଟି ଓ ଓବିସି ଛାତ୍ର, ଆଇଆଇଟି, ଆଇଆଇଏମ ଏବଂ ସେଣ୍ଟ୍ରାଲ ୟୁନିଭର୍ସିଟିରୁ ପାଠ ଛାଡିଛନ୍ତି

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଗତ ୫ ବର୍ଷରେ ୧୩ ହଜାର ୬୨୬ ଦଳିତ, ଆଦିବାସୀ ଏବଂ ପଛୁଆ ସମୁଦାୟର ଛାତ୍ରଛାତ୍ରୀ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, ଆଇଆଇଟି ଏବଂ ଆଇଆଇଏମରୁ ପାଠପାଢା ଛାଡିଛନ୍ତି । ସୋମବାର ୪ ଡିସେମ୍ବର ୨୦୨୩ରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷା ରାଜ୍ୟମନ୍ତ୍ରୀ ସୁବାସ ସରକାର । ଲୋକସଭାରେ ଏକ ଲିଖିତ ଉତ୍ତରରେ ସେ କହିଛନ୍ତି । କେନ୍ଦ୍ର ଶିକ୍ଷା ରାଜ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ତାହା ହେଲେ, ଗତ ୫ ବର୍ଷରେ ୪ ହଜାର ୫୯୬ ଓବିସି, ୨୪୨୪ ଏସସି, ୨୬୨୨ ଏସଟି ଛାତ୍ରଛାତ୍ରୀ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରୁ ପାଠ ଛାଡିଛନ୍ତି । ଏହି ସମୟରେ ୨୦୬୬ ଓବିସି, ୧୦୬୮ଏସସି, ୪୦୮ ଏସଟି ଛାତ୍ରଛାତ୍ରୀ ଆଇଆଇଟି ପାଠପଢା ଛାଡିଥିବା ବେଳେ ୧୬୩ ଓବିସି, ୧୦୮ ଏସସି, ୯୧ ଏସଟି ଛାତ୍ରଛାତ୍ରୀ ଆଇଆଇଏମରୁ ପାଠପଢା ଅଧାରୁ ଛାଡିଛନ୍ତି । ଅର୍ଥାତ ସମ୍ପୂର୍ଣ୍ଣ ପୂରା କରିପାରିନାହାନ୍ତି ପାଠପଢା ।

 

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ