Before Header

ସାଂସଦଙ୍କ ଗାଡ଼ି ଧକ୍କାରେ ସ୍କୁଟି ଚାଳକ ମୃତ

0 298

ପାଟଣାଗଡ଼ (ବଡ଼ ଖବର ବ୍ୟୁରୋ): ସାଂସଦ ନିରଞ୍ଜନ ବିଶିଙ୍କ କାର୍ ଧକ୍କାରେ ସ୍କୁଟି ଚାଳକ ମୃତ । ମୃତକ ହେଲେ ଇନ୍ଦପୁର ଗାଁର ଟଙ୍କଧର ବିଶ୍ୱାଳ । ପାଟଣାଗଡ଼ ତମିଆ ଛକରେ ଘଟିଛି ଦୁର୍ଘଟଣା । ଦୁର୍ଘଟଣା ବେଳେ ଗାଡ଼ିରେ ନ ଥିଲି ବୋଲି କହିଲେ ସାଂସଦ ନିରଞ୍ଜନ ବିଶି ।

Leave A Reply

Your email address will not be published.