Masthead

ଗଞ୍ଜେଇ ମାଫିଆଙ୍କ ସମ୍ପତ୍ତି ସିଲ

ନବରଙ୍ଗପୁର (ବଡ଼ ଖବର ବ୍ୟୁରୋ):  ଗଞ୍ଜେଇ ମାଫିଆଙ୍କ ସମ୍ପତ୍ତି ସିଲ । ନବରଙ୍ଗପୁର ଜିଲ୍ଲାରେ ଗଞ୍ଜେଇ ମାଫିଆଙ୍କ ବିରୋଧରେ ପୋଲିସ ନେଇଛି କଡା କାର୍ଯ୍ୟାନୁଷ୍ଠାନ । ମାଫିଆଙ୍କର ବେଆଇନ ଭାବେ ଅର୍ଜିତ ପ୍ରାୟ ୪୧ ଲକ୍ଷ ୪୧ ହଜାର ଟଙ୍କାର ସମ୍ପତ୍ତିକୁ ସିଲ କରିଛି ନବରଙ୍ଗପୁର ପୋଲିସ । ଏହି ମାଫିଆମାନେ ବିଭିନ୍ନ ସମୟରେ ରାଜ୍ୟ ସହ ରାଜ୍ୟ ବାହାରକୁ ଗଞ୍ଜେଇ ଚାଲାଣ କରିଆସୁଥିଲେ । କଲିକତାରେ ମାମଲା ବିଚାର ପରେ ସମ୍ପତ୍ତି ବ୍ୟାଜାପ୍ତି ପାଇଁ ଆଦେଶ ଦେଇଥିଲେ ବିଚାରପତି ।

ସେମାନେ ଏନଡିପିଏସ୍ ମାମଲାରେ ଜଡିତ ଥିବାରୁ ସେମାନଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି । ଗଞ୍ଜେଇ ମାଫିଆମାନଙ୍କର ସମୁଦାୟ ୪୧.୪୧ ଲକ୍ଷ ଅସ୍ଥାବର ସମ୍ପତ୍ତି ଜବତ କରିବା ସହ ଅର୍ଥନୈତିକ ତଦନ୍ତ ଚାଲୁ ରହିଛି । ମାଫିଆମାନେ ହେଲେ ଉମରକୋଟ ବ୍ଲକ ଚିକଲପଦର ଗ୍ରାମର ଦିନେଶ ବିଶ୍ୱାସ ଅନ୍ୟ ଜଣେ ବୁର୍ଜା ଗ୍ରାମର ଦିନେଶ ଭଦ୍ରା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ