Before Header

ଶ୍ରୀମନ୍ଦିର ବାହାରେ ମହିଳା ଶ୍ରମିକଙ୍କୁ ମାଡ

0 980

ପୁରୀ (ବଡ଼ ଖବର ବ୍ୟୁରୋ): ଶ୍ରୀମନ୍ଦିର ବାହାରେ ମହିଳା ଶ୍ରମିକଙ୍କୁ ମାଡ। ପାଟିରେ ହାତ ପୁରାଇବାରୁ ମାଡ ମାରିଲେ ସେବାୟତ। ଜନୈକ ସେବାୟତ ମାଡ ମାରିଥିବା ନେଇ ସିଂହଦ୍ଵାର ଥାନାରେ ଏତଲା ଦେଲେ ମହିଳା ଶ୍ରମିକ। ଏଏସଆଇ ଅଧୀନରେ ଶ୍ରୀମନ୍ଦିରରେ କାମ କରୁଥିଲେ ମହିଳା ଶ୍ରମିକ। ଦକ୍ଷିଣ ଦୁଆରରେ କାମ କରୁଥିବା ବେଳେ ଗାଳିମନ୍ଦ ସହ ମାଡ ମାରିଥିବା ନେଇ ସେବାୟତଙ୍କ ବିରୁଦ୍ଧରେ ଥାନାରେ ଏତାଲା ଦେଲେ ମହିଳା ଶ୍ରମିକ ।

Leave A Reply

Your email address will not be published.