କିଭଳି ସେଲିବ୍ରେଟିମାନେ ପାଳିଳେ ହୋଲି ଦେଖନ୍ତୁ…

ମୁମ୍ବାଇ (ବଡ଼ ଖବର ବ୍ୟୁରୋ): ପ୍ରିୟଙ୍କା ଚୋପ୍ରା, ଅକ୍ଷୟ କୁମାର, କରୀନା କପୁର ଖାନଙ୍କ ସମେତ ବଲିଉଡର ଅନେକ ସେଲିବ୍ରେଟି ହୋଲିକୁ ସମ୍ପୂର୍ଣ୍ଣ ଉତ୍ସାହର ସହିତ ପାଳନ କରିଥିଲେ।

ପୁଣିଥରେ ମା’ ହୋଇଥିବା କରୀନା କପୁର ତାଙ୍କ ପୁଅ ତାଇମୁର ଅଲ୍ଲୀ ଖାନଙ୍କ ସହ ଏକ ଆକର୍ଷଣୀୟ ଚିତ୍ର ପୋଷ୍ଟ କରିଥିଲେ। ଏହି ଫଟୋ ସୋସିଆଲ ମିଡିଆରେ କିଛି ସମୟ ମଧ୍ୟରେ ଭାଇରାଲ ହୋଇଥିଲା।

ଶିଳ୍ପା ସେଟ୍ଟୀ ତାଙ୍କ ସ୍ୱାମୀ ରାଜ କୁନ୍ଦ୍ରା ଏବଂ ଦୁଇ ପିଲାଙ୍କ ସହ ମିଶି ରଙ୍ଗର ପର୍ବ ହୋଲି ପାଳନ କରିଥିଲେ ।

ବଲିଉଡ ଚଳଚ୍ଚିତ୍ର ନିର୍ମାତା କରନ ଜୋହର ନିଜ ଝିଅ-ପୁଅ ୟଶ ଏବଂ ରୋହିଙ୍କ ସହ ସୋସିଆଲ ମିଡିଆରେ ଏକ ସେଲଫି ସେୟାର କରିଛନ୍ତି । କରନ ଜୋହର ତାଙ୍କ ଦୁଇ ପିଲାଙ୍କ ସହ ତାଙ୍କ ମା’ଙ୍କ ଫଟୋ ମଧ୍ୟ ପୋଷ୍ଟ କରିଛନ୍ତି।

ଅକ୍ଷୟ କୁମାର ତାଙ୍କ ଝିଅ ନିତାର ଏକ ଆକର୍ଷଣୀୟ ଫଟୋ ସେୟାର କରି କ୍ୟାପସନରେ ଲେଖିଛନ୍ତି, “ଯେଉଁମାନେ ଆପଣଙ୍କ ଅଂଶ ଅଟନ୍ତି ସେମାନଙ୍କ ସହ ଉତ୍ସବ ପାଲନ କରିବାଠାରୁ ବଡ଼ ଆନନ୍ଦ ଆଉ କିଛିନାହିଁ ।

ପ୍ରିୟଙ୍କା ଚୋପ୍ରା, ତାଙ୍କ ସ୍ୱାମୀ ନିକ ଜୋନାସ୍, ଶାଶୂ ଡେନିସ୍  ଜୋନାସ୍ ଏବଂ ଶ୍ୱଶୁର ପଲ୍ କେଭିନ୍ଙ୍କ ସହ ଏକ ଫଟୋ ସେୟାର କରିଛନ୍ତି । ଯାହାକି ସୋସିଆଲ ମିଡିଆରେ ଖୁବ ଭଇରାଲ ହୋଇଛି ।

ଅଙ୍ଗଦ ବେଦୀ ତାଙ୍କ ଝିଅ ମେହେର ଏବଂ ପତ୍ନୀ ନେହା ଧୁପିଆଙ୍କ ସହ ହୋଲି ପାଳନ କରିଥିଲେ। ଯାହାରକୁ ଏକ ଫଟୋ ସେ ସୋସିଆଲ ମିଡିଆରେ ଫୋଷ୍ଟ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ