Before Header

ଧନ ତେରସ ପୂର୍ବରୁ ଗହଣା ଦୋକାନୀକୁ ଝଟକା

0 103

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଧନ ତେରସ ପୂର୍ବରୁ ଗହଣା ଦୋକାନୀକୁ ଝଟକା । ଟିକସ ଫାଙ୍କିଥିବା ଅଭିଯୋଗରେ ଗହଣା ଦୋକାନରେ ସିଟି ଜିଏସଟି ବିଭାଗର ଚଢ଼ାଉ । ପଦ୍ମପୁର ସହରର ଓମପ୍ରକାଶ ଅଗ୍ରୱାଲଙ୍କ ମିନାକ୍ଷୀ ଜ୍ବେଲେରୀ ସୁନା ଗହଣା ବିକ୍ରି କରି ଟିକସ ଫାଙ୍କିଥିବା ଅଭିଯୋଗରେ ସିଟି ଓ ଜିଏସଟି ବିଭାଗର ଦୁଇଟି ଟିମ ପଦ୍ମପୁର ଥାନା ଛକ ସ୍ଥିତ ଦୋକାନ ଓ ଘରେ ସମୁଦାୟ ଦୁଇଟି ଟିମ ଚଢ଼ାଉ କରିଛନ୍ତି ଏବଂ ସମସ୍ତ କ୍ରୟ ବିକ୍ରୟ ରେଜିଷ୍ଟର ଓ ସୁନା ଗହଣା ଯାଞ୍ଚ ଚାଲିଥିବା ଜିଏସଟି ବିଭାଗର ଅଧିକାରୀ ରଜନୀକାନ୍ତ ସେଠ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.