Masthead

ଜେଲରୁ ମୁକୁଳିଲେ ଶଶିକଳା

ଭୁବନେଶ୍ୱର (ବଡ଼ ଖବର): ଏଆଇଏଡିଏମକେର ପୂର୍ବତନ ସାଧାରଣ ସମ୍ପାଦିକା ଭିକେ ଶଶିକଳା ଚେନାଇର କେନ୍ଦ୍ରିୟ ଜେଲରୁ ୪ ବର୍ଷ ପରେ ଖଲାସ ହୋଇଛନ୍ତି । ଜେଲରୁ ମୁକ୍ତ ହେବା ପରେ ତାଙ୍କୁ କୋଭିଡ ଟେଷ୍ଟ ପାଇଁ ୩ ଦିନ ହସ୍ପିଟାଲରେ ରହିବେ । ୨୦୧୭ରେ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ଶଶିକଳା ଗିରଫ ହୋଇଥିଲେ । ତାଙ୍କ ନିକଟରୁ ବିପୁଳ ଟଙ୍କା, ସୁନା ଓ ଦାବି ଆସବାବପତ୍ର ଜବତ ହୋଇଥିଲା । ପୁବର୍ତନ ନିର୍ଦ୍ଦେଶାଳୟ ସିବିଅ।।ଇ ପକ୍ଷରୁ ଶଶିକଳାଙ୍କ ସମ୍ପତ୍ତି ସମ୍ପର୍କରେ ତଦନ୍ତ କରାଯାଇ ମାମଲା ରୁଜୁ ହୋଇଥିଲା । ତାଙ୍କୁ ୧୦୦ କୋଟି ଟଙ୍କାର ଜରିମାନା ଲଗାଯାଇଥିଲା । ଜାନୁଆରୀ ୨୦ରେ କରୋନା ସଂକ୍ରମିତ ହୋଇଥିବା କାରଣରୁ ତାଙ୍କୁ ବେଙ୍ଗାଲୁରର ଏକ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର