Masthead

୮୪ ସେକେଣ୍ଡ ମାହେନ୍ଦ୍ର ବେଳା

ଅଯୋଧ୍ୟା(ବଡ଼ ଖବର ବ୍ୟୁରୋ): କାଲି ଅନ୍ତ ହେବ ୫୦୦ ବର୍ଷ ପ୍ରତୀକ୍ଷାର। ଅଯୋଧ୍ୟାରେ ରାମ ଲାଲାଙ୍କ ହେବ ପ୍ରାଣ ପ୍ରତିଷ୍ଠା। ଦ୍ୱିପ୍ରହର ୧୨ଟା ୫ଟାରୁ ୧୨ଟା ୫୫ ପ୍ରାଣ ପ୍ରତିଷ୍ଠାର ଶୁଭ ମୁହୂର୍ତ୍ତ ପୂଜା। ଧାର୍ଯ୍ୟ ହୋଇଛି ୮୪ ସେକେଣ୍ଡ ମାହେନ୍ଦ୍ର ବେଳା। ଦିନ ୧୦ଟା ୫୫ରେ ମନ୍ଦିର ପରିସରକୁ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆସିଥିବା ଅତିଥିଙ୍କୁ ମୋଦି ଦେବେ ସ୍ୱତନ୍ତ୍ର ଟୋପି ଉପହାର।

 

ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବର ଦେଖିବେ ସିଧାପ୍ରସାରଣ। ‘ବଡ଼ ଖବର’ରେ ସକାଳ ୮ଟାରୁ ନନଷ୍ଟପ ସିଧାପ୍ରସାରଣ। ଶ୍ରୀରାମଙ୍କ ଅଯୋଧ୍ୟା ଆଗମନରେ ସାରାଦେଶରେ ଉତ୍ସାହ ଦେଖିବାକୁ ମିଳୁଛି। ଘରେ ଘରେ ଦୀପ ଜାଳି ପ୍ରଭୁଙ୍କୁ ସ୍ୱାଗତ କରିବେ ଭକ୍ତ। ରଙ୍ଗ ବେରଙ୍ଗ ଫୁଲରେ ମନ୍ଦିର ଭିତର ଓ ବାହାରପଟକୁ ଫୁଲରେ ସାଜସଜ୍ଜା କରାଯାଇଛି। କଡା ସୁରକ୍ଷା ମଧ୍ୟରେ ରହିଛି ରାମ ଜନ୍ମଭୂମୀ ଅଯୋଧ୍ୟା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ