Masthead

ଓବିସି ଓ ପଛୁଆ ବର୍ଗଙ୍କ ସାଥ୍ ଦେଲେ ଶ୍ରୀକାନ୍ତ ଜେନା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):ଓଡିଶା ସାକାରଙ୍କ ର ପଛୁଆ ଓ ଆଦିବାସୀ ଓ ଦଳିତଙ୍କ ସମ୍ପର୍କରେ ବିଧାନସଭାରେ କାହଁକି ଚର୍ଚ୍ଚା ହେଉନି ବୋଲି ବରିଷ୍ଠ ନେତା ଓ ପୁର୍ବତ୍ତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ସରକାରଙ୍କ ଉପରେ ସାମ୍ବାଦିକ ସମ୍ମିଳନୀ କରି ବର୍ଷିଲେ । ୧୯୩୧ ମସିହାରେ ଜାତିଭିତ୍ତିକ ଗଣନା ଆଧାରରେ ଓଡିଶା ଦେଶର ନମ୍ବର ୱାନ ଗରିବ ରାଜ୍ୟ ହିସାବରେ ରହିଛି ବୋଲି କହିଛନ୍ତି ଶ୍ରୀକାନ୍ତ ଜେନା । ଏହାକୁ ନେଇ ପ୍ରଶ୍ନ ଉଠାଇ ବା ସହ ମହାତ୍ମା ଗାନ୍ଧୀ ୧୯୨୧ ମସିହାରେ କହିଥିଲେ ଦେଶର ଗରିବ କଣ ଓଡିଶା ଭଳି ରାଜ୍ୟ କୁ ଯାଇ ଦେଖ ସେ ସମ୍ପର୍କରେ ମଧ୍ୟ କହିଛନ୍ତି ।

ପଛୁଆ ବର୍ଗ ୫୪% ଚାକିରୀ କ୍ଷେତ୍ର ରେ ୧୧.୨୫% ଆଦିବାସୀ ଓ ଦଳିତ ୨୦% ଓ ଶିକ୍ଷାରେ ୦%ଓ ସାଧାରଣ ର୍ବଗ ୬% ଏହି ସବୁ ପ୍ରଶ୍ନ ଉଠାଇବା ଶହ ପ୍ରଶ୍ନ କରିଥିଲେ ରାଜ୍ୟସରକାରଙ୍କୁ । ଶିଳ୍ପ ଓ କଞ୍ଚା ମାଲ ର ଦର ଦିଆ ଯାଉ କିନ୍ତୁ ଶାଗ ମାଛ ଦରରେ ନୁହଁ ଯାହା ଫଳରେ ବାର୍ଷିକ ୧ କୋଟି ଟଙ୍କା ରାଜକୋଶକୁ ଆସିବ । ସେପଟେ ସରକାର ରତ୍ନଭଣ୍ଡାର ନିଲାମ କରି ଲୁଟ କରିଚାଲିଛନ୍ତି ସତର୍କ ହୋଇ ଯାନ୍ତୁ ସରକାର ନହେଲେ ଆଗାମୀ ଦିନରେ ବିକ୍ଷୋଭ ହେବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା