ସିଦ୍ଧାର୍ଥ ରାଉତରାୟଙ୍କ କାର୍ଯ୍ୟାଳୟ ଉପରକୁ ମଦ ବୋତଲ ଫିଙ୍ଗିଲେ ଦୁର୍ବୃତ୍ତ

ନିମାପଡ଼ା(ବଡ଼ ଖବର ବ୍ୟୁରୋ): ସିଦ୍ଧାର୍ଥ ରାଉତରାୟଙ୍କ ପୋଷ୍ଟର ଜାଳିଲେ ଦୁର୍ବୃତ୍ତ । ତାଙ୍କ କାର୍ଯ୍ୟାଳୟ ଉପରକୁ ମଦ ବୋତଲ ଫିଙ୍ଗିବା ସହ ଲାଗିଥିବା ବଡ଼ ବଡ଼ ପୋଷ୍ଟରକୁ ଚିରି ଦେଇଛନ୍ତି ଦୁର୍ବୃତ୍ତ । ନିର୍ବାଚନ ପୂର୍ବରୁ ନିମାପଡ଼ାରେ ନିର୍ବାଚନ ହିଂସା ଦେଖିବାକୁ ମିଳିଛି । ନିମାପଡ଼ା ଥାନାଠାରୁ ମାତ୍ର କେତେ ମିଟର ଦୂରତାରେ ଥିବା କଂଗ୍ରେସର ଆଶାୟୀ ପ୍ରାଥୀ ତଥା ସୁର ରାଉତରାୟଙ୍କ ପୁଅ ସିଦ୍ଧାର୍ଥ ରାଉତରାୟଙ୍କ କାର୍ୟ୍ୟାଳୟ ଉପରକୁ କେହି ଦୁର୍ବୃତ୍ତ ମଦ ବୋତଲ ଫିଙ୍ଗିବା ସହିତ କାର୍ୟ୍ୟାଳୟ ସାମ୍ନାରେ ଲାଗିଥିବା ବିଦ୍ୟୁତ୍ ମିଟର, ପୋଷ୍ଟର କୁ ମଧ୍ୟ ଚିରି ଦେଇଛନ୍ତି। ଏ ନେଇ ସିଦ୍ଧାର୍ଥ ସିଧାସଳଖ ଶାସକ ବିଜେଡି କୁ ସିଧାସଳଖ ଟାର୍ଗେଟ କରିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ