Masthead

ବାହାନଗା ଟ୍ରେନ ଟ୍ରାଜେଡି, ୫ ଦିନ ହେଲାଣି ଯାଞ୍ଚ କରୁଛି ସିବିଆଇ

ବାଲେଶ୍ୱର(ବଡ଼ ଖବର ବ୍ୟୁରୋ): ବାହାନଗା ଟ୍ରେନ ଟ୍ରାଜେଡି । ୫ ଦିନ ହେଲାଣି ଦୁର୍ଘଟଣାର ଯାଞ୍ଚ କରୁଛି ସିବିଆଇ ଟିମ । ବିଭିନ୍ନ ଦିଗ ଉପରେ ତଦନ୍ତ କରି ଦୁର୍ଘଟଣାର କାରଣ ଖୋଜୁଛି । କିଛି ଅଧିକାରୀ ମୋବାଇଲ ସିଜ କରି କଲ ରେକର୍ଡ, ହ୍ୱାଟ୍ସଆପ କଲ ଯାଞ୍ଚ କରିଛି । ୯ ଜଣ ଅଧିକାରୀ ସିବିଆଇ ସ୍କାନରରେ ଥିବା ସୂଚନା ମିଳିଥିଲା । କିଛି ଅଧିକାରୀଙ୍କୁ ସ୍ୱତନ୍ତ୍ର ନେଇ ପଚରାଉଚରା କରିଥିଲା । ଘଟଣାକୁ ୯ ଦିନ ପୁରିଛି କିନ୍ତୁ ଏଯାଏଁ ଦୁର୍ଘଟଣାର ଫିଟୁନି ଗୁମର । ଘଟଣାସ୍ଥଳକୁ ଘନ ଘନ ଦୌଡୁଛନ୍ତି ରେଳ ବିଭାଗର ଉଚ୍ଚ ପଦାଧିକାରୀ , ସେପଟେ ସିବିଆଇର ସ୍ପେଶାଲ କ୍ରାଇମ୍ ଟିମ କରୁଛି ତଦନ୍ତ । ତଦନ୍ତର ୮ ଦିନ ବିତିବା ପରେବି ମିଳି ପାରୁନି ଠୋସ ପ୍ରମାଣ, କାରଣ ଖୋଜୁଛି ସିବିଆଇ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପାଖରେ ନଥିଲେ ଆତ୍ମୀୟ, ଶବ ବୋହିଲେ ପୋଲିସ ଅଧିକାରୀ 🔴 ଆଜିଠାରୁ ରତ୍ନଭଣ୍ଡାର ଗଣତି 🔴 ୪ ଦିନ ନିର୍ଧୂମ ବର୍ଷିବ 🔴 ଭରଣପୋଷଣ ନଦେଲେ ଦରମାରୁ କଟିବ ଟଙ୍କା 🔴 ୩ ଜିଲାକୁ ରେଡ୍‌ ୱାର୍ଣ୍ଣିଂ ଜାରି 🔴 ଜୁଏଲଙ୍କ ଟାର୍ଗେଟରେ ଦିଲ୍ଲୀପ କି? 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ 🔴 ନେପାଳର ପ୍ରଳୟଙ୍କାରୀ ବନ୍ୟାରେ ଆଉ ୩ ଓଡ଼ିଆ ନିଖୋଜ 🔴 ମହାପ୍ରଳୟରେ ଖିନଭିନ୍ ହୋଇଯାଇଛି ନେପାଳ, ମୃତ୍ୟୁ ସଂଖ୍ୟା ୪୬୯କୁ ବୃଦ୍ଧି 🔴 ନେପାଳ ପ୍ରଳୟଙ୍କରୀ ବନ୍ୟା, ଗଲାଣି ୧୬୫ ଜୀବନ 🔴 ପାଖରେ ନଥିଲେ ଆତ୍ମୀୟ, ଶବ ବୋହିଲେ ପୋଲିସ ଅଧିକାରୀ 🔴 ଆଜିଠାରୁ ରତ୍ନଭଣ୍ଡାର ଗଣତି 🔴 ୪ ଦିନ ନିର୍ଧୂମ ବର୍ଷିବ 🔴 ଭରଣପୋଷଣ ନଦେଲେ ଦରମାରୁ କଟିବ ଟଙ୍କା 🔴 ୩ ଜିଲାକୁ ରେଡ୍‌ ୱାର୍ଣ୍ଣିଂ ଜାରି 🔴 ଜୁଏଲଙ୍କ ଟାର୍ଗେଟରେ ଦିଲ୍ଲୀପ କି? 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ 🔴 ନେପାଳର ପ୍ରଳୟଙ୍କାରୀ ବନ୍ୟାରେ ଆଉ ୩ ଓଡ଼ିଆ ନିଖୋଜ 🔴 ମହାପ୍ରଳୟରେ ଖିନଭିନ୍ ହୋଇଯାଇଛି ନେପାଳ, ମୃତ୍ୟୁ ସଂଖ୍ୟା ୪୬୯କୁ ବୃଦ୍ଧି 🔴 ନେପାଳ ପ୍ରଳୟଙ୍କରୀ ବନ୍ୟା, ଗଲାଣି ୧୬୫ ଜୀବନ